Below header
Browsing Tag

man killed by elephant

ସହଯଯୋଗୀ ମାହୁନ୍ତଙ୍କୁ କଚାଡି ମାରିଲା ଯଶୋଦା

ଅନୁଗୁଳ(କେନ୍ଯୁଜ୍) : ମାହୁନ୍ତଙ୍କ ସହଯଯୋଗୀଙ୍କୁ କଚାଡ଼ି ମାରିଲା ହାତୀ ଯଶୋଦା । ଅନୁଗୁଳ ପୁରୁଣାକୋଟ ରେଞ୍ଜ ଅଫିସ ପରିସରରେ ଅଘଟଣ ଘଟିଛି । ଖାଇବାକୁ ଦେବା ବେଳେ ସହଯୋଗୀ ମାହୁନ୍ତ ସୁଧୀର ମୁଣ୍ଡାଙ୍କୁ ଅକ୍ରମଣ କରିଥିଲା ଯଶୋଦା । ଫଳରେ ସେଠାରେ ତାଙ୍କର ମୃତ୍ଯୁ ହୋଇଥିବା ଜଣାପଡିଛି । ତେବେ …