Below header

ନୂଆଖାଇରେ ନୂଆ ପିନ୍ଧିବେ ମା ସମଲେଶ୍ବରୀ, ବରଗଡରୁ ଆସିଲା ସମ୍ବଲପୁରୀ ପାଟ ଶାଢ଼ୀ

ସମ୍ବଲପୁର(କେନ୍ଯୁଜ୍): ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ଼ କାର୍ଯ୍ୟାଳୟରେ ବରଗଡରୁ ପହଁଚିଲା ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ପାଇଁ ସମ୍ବଲପୁରୀ ପାଟ ଶାଢ଼ୀ। ବରଗଡ଼ ଜିଲ୍ଲାର ଜଣେ ବୁଣାକାର ସଞ୍ଜୟ ମେହେର ନୂଆଖାଇରେ ମା’ଙ୍କ ପାଇଁ ନେଇ ଆସିଛନ୍ତି ନୂଆ ସମ୍ବଲପୁରୀ ପାଟ ଶାଢ଼ୀ। ଆସନ୍ତା ୨୩ ତାରିଖ ନୂଆଖାଇ ଦିନ ମାଆ ଏହି ଶାଢ଼ୀ ପରିଧାନ କରିବେ। ୨୩ ତାରିଖ ସକାଳ ୯.୩୫ ରୁ ୯.୫୦ ମଧ୍ୟରେ ମାଁ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.