Below header
Browsing Tag

samaleswari maa

ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠୁ ଖୋଲିଲା ମାଁ ସମଲେଶ୍ବରୀ ପୀଠ, ପ୍ରତି ସୋମବାର ବିଶୋଧନ ପାଇଁ ବନ୍ଦ ରହିବ ମନ୍ଦିର

ସମ୍ବଲପୁର (କେନ୍ଯୁଜ୍): ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ପୀଠ । ଖୋଲିଲା ସମ୍ବଲପୁରର ମା ସମଲେଶ୍ୱରୀଙ୍କ ମନ୍ଦିର । ସକାଳ ୬ଟାରୁ ସାଢେ ୧୧ଟା ଓ ମଧ୍ୟାହ୍ନ ୩ଟାରୁ ସଂଧ୍ୟା ସାଢେ ୭ଟା ପର୍ଯ୍ୟନ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ ।…

ନୂଆଖାଇରେ ନୂଆ ପିନ୍ଧିବେ ମା ସମଲେଶ୍ବରୀ, ବରଗଡରୁ ଆସିଲା ସମ୍ବଲପୁରୀ ପାଟ ଶାଢ଼ୀ

ସମ୍ବଲପୁର(କେନ୍ଯୁଜ୍): ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ଼ କାର୍ଯ୍ୟାଳୟରେ ବରଗଡରୁ ପହଁଚିଲା ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ପାଇଁ ସମ୍ବଲପୁରୀ ପାଟ ଶାଢ଼ୀ। ବରଗଡ଼ ଜିଲ୍ଲାର ଜଣେ ବୁଣାକାର ସଞ୍ଜୟ ମେହେର ନୂଆଖାଇରେ ମା’ଙ୍କ ପାଇଁ ନେଇ ଆସିଛନ୍ତି ନୂଆ ସମ୍ବଲପୁରୀ ପାଟ ଶାଢ଼ୀ। ଆସନ୍ତା…