ରାଜ୍ୟ ବିଜେପିର ନୂଆ ମୁଖିଆ, ସମୀର ମହାନ୍ତି ହେଲେ ସଭାପତି

ଭୁବନେଶ୍ବର: ରାଜ୍ୟ ବିଜେପିର ନୂଆ ସେନାପତି । ସମୀର ମହାନ୍ତି ହେଲେ ରାଜ୍ୟ ବିଜେପି ସଭାପତି । ତାଙ୍କ ନାଁରେ ସହମତି ହୋଇଛି । ସମୀର ଏବେ ରାଜ୍ୟ ବିଜେପି ଉପସଭାପତି ଅଛନ୍ତି । ନବନିର୍ବାଚିତ ସଭାପତିଙ୍କୁ ଆସନ୍ତାକାଲି ରାଜ୍ୟ କାଯ୍ୟାର୍ଳୟରେ ସମ୍ବର୍ଦ୍ଧିତ କରାଯିବ । ସେହିପରି ୨୧ଜଣ ରାଷ୍ଟ୍ରୀୟ ପରିଷଦ ସଦସ୍ୟଙ୍କ ନିର୍ବାଚନ ମଧ୍ୟ ହେବ । ସେମାନେ ରାଷ୍ଟ୍ରୀୟ ସଭାପତି ନିର୍ବାଚନରେ ଭୋଟର ରହିବେ । ଏକାଧିକ ପ୍ରାର୍ଥୀ ଯଦି ନାମାଙ୍କନ ପତ୍ର ଦାଖଲ କରନ୍ତି ତେବେ ନିର୍ବାଚନ ହେବ ।

Leave A Reply

Your email address will not be published.