ପୁରୀ ସ୍ୱର୍ଗଦ୍ୱାରର ହରିଶ୍ଚନ୍ଦ୍ର ସହାୟତା ରାଶି ୪୦୦୦ଟଙ୍କାକୁ ବୃଦ୍ଧି, ସୋମବାର ମଧ୍ୟ ରାତ୍ରରୁ ହୋଇଛି ଲାଗୁ

ପୁରୀ ସ୍ୱର୍ଗଦ୍ୱାରର ହରିଶ୍ଚନ୍ଦ୍ର ସହାୟତା ରାଶି ୪୦୦୦ଟଙ୍କାକୁ ବୃଦ୍ଧି। ଖୁବ୍ ଶୀଘ୍ର ସ୍ଵର୍ଗଦ୍ଵାର ଆପ୍ ଓ ୱେବସାଇଟ ହେବ ଲଞ୍ଚ। ଏଥିସହ ଆରମ୍ଭ ହୋଇଛି ଏସଏମଏସ ଓ କାଠ ବୋହିବା ପାଇଁ ସେବା।

ପୁରୀ ସ୍ୱର୍ଗଦ୍ୱାରର ହରିଶ୍ଚନ୍ଦ୍ର ସହାୟତା ରାଶି ୪୦୦୦ଟଙ୍କାକୁ ବୃଦ୍ଧି। ଖୁବ୍ ଶୀଘ୍ର ସ୍ଵର୍ଗଦ୍ଵାର ଆପ୍ ଓ ୱେବସାଇଟ ହେବ ଲଞ୍ଚ। ଏଥିସହ ଆରମ୍ଭ ହୋଇଛି ଏସଏମଏସ ଓ କାଠ ବୋହିବା ପାଇଁ ସେବା।

ବୀମା ଅନ୍ତର୍ଭୁକ୍ତ ହେବେ ସଂସ୍କାର ସେବକ, ମିଳିବ ମୃତ୍ୟୁ କାଳିନ ଓ ବିବାହ ସହାୟତା ରାଶି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ହରିଶ୍ଚନ୍ଦ୍ର ଯୋଜନା ରାଶିକୁ ତିନି ହଜାରରୁ ଚାରି ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ସୋମବାର ମଧ୍ୟ ରାତ୍ରରୁ ଲାଗୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.