Below header

ଶିମିଳିପାଳ ପାଦଦେଶରୁ ୨୮ ଟି ଦେଶୀ ବନ୍ଧୁକ ଜବତ

ମୟୁରଭଞ୍ଜ ପୋଲିସକୁ ମିଳିଛି ଆଉ ଏକ ସଫଳତା। ଶିମିଳିପାଳ ପାଦଦେଶରୁ ୨୮ ଟି ଦେଶୀ ବନ୍ଧୁକ ଜବତ କରିଛି ।

ମୟୁରଭଞ୍ଜ ପୋଲିସକୁ ମିଳିଛି ଆଉ ଏକ ସଫଳତା। ଶିମିଳିପାଳ ପାଦଦେଶରୁ ୨୮ ଟି ଦେଶୀ ବନ୍ଧୁକ ଜବତ କରିଛି । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବଡ଼ସାହି ଥାନା ଲୋଲିସ ରେନଟାସାହିରୁ ୧୬ ଟି ଓ ଚନ୍ଦନଚତୁରୀ ଲୋଧାସାହିରୁ ୧୨ ଟି ବନ୍ଧୁକ ଜବତ କରିଛି । ଏ ନେଇ ୨ ଟି ପୃଥକ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.