Browsing Tag

shimilipal

ଶିମିଳିପାଳ ପାଦଦେଶରୁ ୨୮ ଟି ଦେଶୀ ବନ୍ଧୁକ ଜବତ

ମୟୁରଭଞ୍ଜ ପୋଲିସକୁ ମିଳିଛି ଆଉ ଏକ ସଫଳତା। ଶିମିଳିପାଳ ପାଦଦେଶରୁ ୨୮ ଟି ଦେଶୀ ବନ୍ଧୁକ ଜବତ କରିଛି । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବଡ଼ସାହି ଥାନା ଲୋଲିସ ରେନଟାସାହିରୁ ୧୬ ଟି ଓ ଚନ୍ଦନଚତୁରୀ ଲୋଧାସାହିରୁ ୧୨ ଟି ବନ୍ଧୁକ ଜବତ କରିଛି । ଏ ନେଇ ୨ ଟି ପୃଥକ ମାମଲା ରୁଜୁ କରି ତଦନ୍ତ କରୁଛି…

ଶିମିଳିପାଳ ଅଭୟାରଣ୍ୟରେ ବିରଳ କଳା ମହାବଳ ମୃତ, ଶରୀରରେ ରହିଛି ଏକାଧିକ କ୍ଷତ ଚିହ୍ନ

(କେନ୍ୟୁଜ): ଶିମିଳିପାଳ କୋର ଏରିଆ ସାଉଥ ଜୋନରେ କଳାବାଘର ମୃତ୍ୟୁ। ମୟୁରଭଞ୍ଜ ବଡ଼ମୁଖବାଡ଼ି ଗାଁ ନିକଟରେ ମୃତ ବାଘକୁ ଠାବ କରିଛି ବନ ବିଭାଗ। ବାଘ ବାଘ ଲଢେଇରେ ମହାବଳର ମୃତ୍ୟୁ ହୋଇଛି ବୋଲି ଅନୁମାନ କରାଯାଉଛି। ବାଘଟି ଅଣ୍ଡିରା ହୋଇଥିବା ବେଳେ ବୟସ ସାଢେ ୩ ବର୍ଷ ହେବ ବୋଲି କୁହାଯାଉଛି।…

ପୁଣି ଜଳୁଛି ଶିମିଳିପାଳ ଅଭୟାରଣ୍ଯ, ନାକେ ଦମ ହେଲାଣି ବନବିଭାଗ; ବିପଦରେ ଜୀବଜନ୍ତୁ

କରଞ୍ଜିଆ (କେନ୍ୟୁଜ): ଶିମିଳିପାଳ ହେଉଛି ହସ୍ତୀ ଏବଂ ବ୍ଯାଘ୍ର ପ୍ରକଳ୍ପ । ଜୀବଜନ୍ତୁ ଏବେ ବିପଦରେ ,କିଛି ଦିନ ହେବ ଶିମିଳିପାଳ ଅଭୟାରଣ୍ଯ ନିଆଁ ଲାଗିବା ବନ୍ଦ ହେଇଥିଲା ବେଳେ ଆଜି ପୁଣି ଦିନ ଦ୍ୱୀପହରରେ ଲାଗିଛି ନିଆଁ । ବନବିଭାଗ ଗୋଟିଏ ଜାଗାରେ ନିଆଁ ଲିଭାଇବା ବେଳକୁ ଅନ୍ଯ ଜାଗାରେ…

ଶିକାର ପାଇଁ ଯାଇଥିବା ବେଳେ ଶିମିଳିପାଳରୁ ୬ ଜଣ ଶିକାରୀ ଗିରଫ, ୪ ଦେଶି ବନ୍ଧୁକ ସହିତ ବିସ୍ଫୋରକ ଜବତ

ଶିମିଳିପାଳ: ଶିକାର ପାଇଁ ଯାଇଥିବା ବେଳେ ଶିମିଳିପାଳରୁ ୬ ଜଣ ଶିକାରୀ ଗିରଫ, ୪ ଦେଶି ବନ୍ଧୁକ ଏବଂ ବିସ୍ଫୋରକ ସହିତ ଶିକାରରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କଲେ ବନ କର୍ମଚାରୀ । ଡୁକୁରା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ପେଟ୍ରୋଲିଂ ଜାରି ରହିଥିବା ବେଳେ ଅଭୟାରଣ୍ୟର କୁଆଝର…