Below header

ଓଡ଼ିଶା ଉପରେ ଥିବା ଲଘୁଚାପ ବଳୟ ମଧ୍ୟପ୍ରଦେଶ ମୁହାଁ, ରାଜ୍ୟରେ କମିବାରେ ଲାଗିଛି ବର୍ଷାର ପରିମାଣ

ଭୁବନେଶ୍ବର(କେନ୍ୟୁଜ୍): ଓଡ଼ିଶା ଉପରେ ଥିବା ଲଘୁଚାପ ବଳୟ ମଧ୍ୟପ୍ରଦେଶ ମୁହାଁ ହୋଇଛି। ଫଳରେ ରାଜ୍ୟରେ ବର୍ଷାର ପରିମାଣ କମିବାରେ ଲାଗିଛି। ଆଜି ଓ କାଲି ଦୁଇ ଦିନ ଧରି ପାଗ ଶୁଖିଲା ରହିବ। ଏହାପରେ ୧୧ରୁ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ,ଭଦ୍ରକ, କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଗତ ୨୪ଘଣ୍ଟା ଭିତରେ ସମ୍ବଲପୁରରେ ସର୍ବାଧିକ ୧୬୬.୪ ମିମିମିଟର ବର୍ଷା ରେକର୍ଡ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.