Below header

ଆଜି ରାଜ୍ୟରେ ୩୫୩୫ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର(କେ ନ୍ୟୁଜ): ଆଜି ରାଜ୍ୟରେ ୩୫୩୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୨୦୧୬ ଜଣ କ୍ଵାରେଣ୍ଟୀନ ରୁ ଥିବା ବେଳେ ୧୫୧୯ ଜଣ ଲୋକାଲ କଣ୍ଟକଟରୁ ସଂକ୍ରମିତ ହୋଇଥିବା ଜଣାଯାଇଛି | ଆଜିର ସଂଖ୍ୟାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୮ ଲକ୍ଷ ୬୩ ହଜାର ୬୧ କୁ ବୃଦ୍ଧି ପାଇଛି |

ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ ସଂଖ୍ୟା ୪୭ ହଜାର ୭୯୬ ରହିଛି | କାଲି ସୁଦ୍ଧା ୬୭୯୯ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ରୂପେ ୮ ଲକ୍ଷ ୧୧
ହଜାର ୭୮୦ କୁ ବୃଦ୍ଧି ପାଇଛି | ଏଯାବତ ରାଜ୍ୟରେ ୧ କୋଟି ୨୮ ଲକ୍ଷ ୩୬ ହଜାର ୪୩୪ ଜଣଙ୍କ ଟେଷ୍ଟ ସରିଥିବା ନେଇ ସୂଚନା ମିଳିଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.