Below header
Browsing Tag

odisha update

ଆଜି ରାଜ୍ୟରେ ୩୫୩୫ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର(କେ ନ୍ୟୁଜ): ଆଜି ରାଜ୍ୟରେ ୩୫୩୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୨୦୧୬ ଜଣ କ୍ଵାରେଣ୍ଟୀନ ରୁ ଥିବା ବେଳେ ୧୫୧୯ ଜଣ ଲୋକାଲ କଣ୍ଟକଟରୁ ସଂକ୍ରମିତ ହୋଇଥିବା ଜଣାଯାଇଛି | ଆଜିର ସଂଖ୍ୟାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୮ ଲକ୍ଷ ୬୩ ହଜାର ୬୧ କୁ ବୃଦ୍ଧି ପାଇଛି…

ଗଞ୍ଜାମରୁ ପୁଣି ଆଉ ଜଣେ କରୋନା ରୋଗୀ ଚିହ୍ନଟ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୪କୁ ବୃଦ୍ଧି

ଗଞ୍ଜାମ(କେନ୍ୟୁଜ): ଆଜି ରାଜ୍ୟରେ ପୁଣି ଜଣ କରୋନା ପଜିଟିଭ ଚିହ୍ନଟ୍ ହୋଇଛି। ତେବେ ଆକ୍ରାନ୍ତ ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି। ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୮କୁ ବୃଦ୍ଧି ହୋଇଛି । ତେବେ ଏହା ମଧ୍ୟରେ ରାଜ୍ୟରେ ଆଉ ୪ ଜଣ କରୋନା ରୋଗୀ ସୁସ୍ଥ…

ରାଜ୍ୟରେ ୫୦ରେ ପହଞ୍ଚିଲା କରୋନା ସଂକ୍ରମିତଙ୍କ ସଂଖ୍ୟା: ସୁସ୍ଥ ହୋଇ ଫେରିଛନ୍ତି ୧୨ଜଣ, ଜାଣନ୍ତୁ ବର୍ତ୍ତମାନ ସୁଦ୍ଧା…

ଭୁବନେଶ୍ବର: ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି । ଗତକାଲି ୨୯୮ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ୨୯୬ଟି ନେଗେଟିଭ୍‌ ଆସିଥିଲା । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ ହଜାର ୫୪୭ ନମୁନା ପରୀକ୍ଷା ହୋଇଥିବା ବେଳେ ୩୪୯୭ ନମୁନା ନେଗେଟିଭ୍‌ ଆସିଛି । ୫୦ ଜଣ ସଂକ୍ରମିତ ଚିହ୍ନଟ…