ଆଜି ରାଜ୍ୟରେ ୭୪୫ ନୂଆ ପଜିଟିଭ ଚିହ୍ନଟ, ୬ ଆକ୍ରାନ୍ତ ମୃତ

ଭୁବନେଶ୍ୱର(କେ ନ୍ୟୁଜ):  ଆଜି ରାଜ୍ୟରେ ୭୪୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି | ଯେବେକି ୬୯୪ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି | ସୂଚନା ମୁତାବକ ୧ କୋଟି ୮୭ ଲକ୍ଷ ୩୦ ହଜାର ୧୮୦ ଜଣଙ୍କର ଟେଷ୍ଟ ହୋଇଥିବା ବେଳେ ସେମଧ୍ୟରୁ ୧ କୋଟି ୧୫ ହଜାର ୮୩ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି | ସେମଧ୍ୟରୁ ୭୦୮୭ ଟି ଆକ୍ଟିଭ କେଶ ରହିଛି |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.