Below header

ମୋଟର ସାଇକଲ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ମୋଟର ସାଇକଲ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ବୃଦ୍ଧ ଜଣଙ୍କ ୧୩୨୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ଗ୍ରାମ ପୋଖରୀକୁ ଗାଧୋଇବା ପାଇଁ ଯାଉଥିବା ସମୟରେ ଦୁର୍ଘଟଣାରେ ମୃତୁ୍ୟୃ ହୋଇଛି l କାଲିମେଳା ଥାନା ଅନ୍ତର୍ଗତ ଗମ୍ଫା କୋଣ୍ଡା ପଞ୍ଚାୟତ ଏମ.ପି.ଭି- ୨୩ ନମ୍ବର ଗ୍ରାମରେ ମୃତକଙ୍କ ଘର l

କାଲିମେଳା(କେନ୍ୟୁଜ) : ମୋଟର ସାଇକଲ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ବୃଦ୍ଧ ଜଣଙ୍କ ୧୩୨୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ଗ୍ରାମ ପୋଖରୀକୁ ଗାଧୋଇବା ପାଇଁ ଯାଉଥିବା ସମୟରେ ଦୁର୍ଘଟଣାରେ ମୃତୁ୍ୟୃ ହୋଇଛି l କାଲିମେଳା ଥାନା ଅନ୍ତର୍ଗତ ଗମ୍ଫା କୋଣ୍ଡା ପଞ୍ଚାୟତ ଏମ.ପି.ଭି- ୨୩ ନମ୍ବର ଗ୍ରାମରେ ମୃତକଙ୍କ ଘର l

ମୃତ ବୃଦ୍ଧ ଜଣକ ସୁପଦ ସରକାର(୬୨) ବୋଲି ଜଣାଯାଇଛି l ମଟର ସାଇକଲ ଦୁର୍ଘଟଣା ଘଟାଇ ଥିବା ବ୍ୟକ୍ତି ଏମ.ଭି- ୭୯ ଥାନା ଅନ୍ତର୍ଗତ ଏମ.ଭି ୧୧୫ ଗ୍ରାମର ବୋଲି ଜଣାପଡିଛି l ଘଟଣାର ଅଧିକ ତଦନ୍ତ କରୁଛି କାଲିମେଳା ପୋଲିସ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.