Below header

ଆଜିଠୁ ଆରମ୍ଭ ହେବ ଅପରେସନ ପରୀ- ଥ୍ରି, ନିଖୋଜ ଶିଶୁଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର

ଭୁବନେଶ୍ବର(କେନ୍ୟୁଜ୍): ଆଜିଠୁ ରାଜ୍ୟରେ ନିଖୋଜ ଶିଶୁଙ୍କୁ ଖୋଜିବା ପାଇଁ ଆରମ୍ଭ ହେବ ଅପରେସନ ପରୀ- ଥ୍ରି । ଅଗଷ୍ଟ ୧୩ ଯାଏଁ ଚାଲିବ ଏହି ଅଭିଯାନ । ନିଖୋଜ ଶିଶୁଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ସେହିପରି ଇଟାଭାଟି, ବିଭିନ୍ନ ଦୋକାନରେ କାମ କରୁଥିବା ନାବାଳକଙ୍କୁ ଉଦ୍ଧାର କରଯିବ । ପୂର୍ବ ଦୁଇଟି ପର୍ଯ୍ୟାୟ ଅପରେସନରେ ଓଡିଶା ପୋଲିସକୁ ମିଳିଛି ସଫଳତା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.