Below header

ଚଳିତ ବର୍ଷର ଆଇନ ଶୃଙ୍ଖଳା ପରିସ୍ଥିତ ନିୟନ୍ତ୍ରଣରେ ଥିଲା : ରିପୋର୍ଟ କାର୍ଡ ଦେଲେ ପୋଲିସ ଡିଜି

ଭୁବନେଶ୍ବର : ୨୦୧୮ରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ରିପୋର୍ଟ କାର୍ଡ ଦେଇଛନ୍ତି ପୋଲିସ ଡିଜି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା । କହିଛନ୍ତି ଚଳିତ ବର୍ଷର ଆଇନ ଶୃଙ୍ଖଳା ପରିସ୍ଥିତ ନିୟନ୍ତ୍ରଣରେ ଥିଲା । ହକି ବିଶ୍ୱକପ ଓଡ଼ିଶା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା । VVIP ଗସ୍ତକୁ ସଫଳତାର ସହ ତୁଲାଇଥିଲା ଓଡ଼ିଶାପୋଲିସ । ଚଳିତ ବର୍ଷ ବହୁ ମାଓ କ୍ୟାମ୍ପ ନଷ୍ଟ କରାଯିବା ସହ ୪୦ଟି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ସେହିପରି VVIP ଗସ୍ତକୁ ସଫଳତାର ସହ ଓଡ଼ିଶା ପୋଲିସ ତୁଲାଇଥିଲା ଡିଜିପି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.