Below header

ନବରଙ୍ଗପୁର ପାପଡାହାଣ୍ଡି ଥାନାରୁ ପୋଲିସକୁ ଚକମା ଦେଇ କଏଦୀ ଚମ୍ପଟ

ନବରଙ୍ଗପୁର(କେନ୍ୟୁଜ୍): ଥାନା ହାଜତରୁ କଏଦୀ ଚମ୍ପଟ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନାରେ ଅରୁଣ ହରିଜନ ନାମକ ଜଣେ ଅଭିଯୁକ୍ତଙ୍କୁ ହାଜତରେ ରଖିଥିଲା ପୋଲିସ । ତେବେ ପୋଲିସକୁ ଚକମା ଦେଇ ସେ ଫେରାର ହୋଇଯାଇଛି। ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ବହୁ ଚୋରି, ଡକାୟତି ମାମଲା ରହିଥିବା ବେଳେ ଗତ ୫ ତାରିଖ ଦିନ ଏକ ଏନଜିଓ କର୍ମଚାରୀ ସଞ୍ଜୟ ବିଶୋୟୀଙ୍କ ଠାରୁ ଟଙ୍କା ଓ ମୋବାଇଲ ଲୁଟ କରିଥିବା ଅଭିଯୋଗ ହୋଇଥିଲା । ଫେରାର ଅରୁଣକୁ ଧରିବା ପାଇଁ ପୋଲିସ ତନାଘନା ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.