Browsing Tag

prison escaped

ନବରଙ୍ଗପୁର ପାପଡାହାଣ୍ଡି ଥାନାରୁ ପୋଲିସକୁ ଚକମା ଦେଇ କଏଦୀ ଚମ୍ପଟ

ନବରଙ୍ଗପୁର(କେନ୍ୟୁଜ୍): ଥାନା ହାଜତରୁ କଏଦୀ ଚମ୍ପଟ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନାରେ ଅରୁଣ ହରିଜନ ନାମକ ଜଣେ ଅଭିଯୁକ୍ତଙ୍କୁ ହାଜତରେ ରଖିଥିଲା ପୋଲିସ । ତେବେ ପୋଲିସକୁ ଚକମା ଦେଇ ସେ ଫେରାର ହୋଇଯାଇଛି। ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ବହୁ ଚୋରି, ଡକାୟତି ମାମଲା ରହିଥିବା ବେଳେ…