ମୋଦିଙ୍କ ୩-୦ କ୍ୟାବିନେଟରେ କାହାକୁ ମିଳିଲା କେଉଁ ବିଭାଗ

ନୂଆଦିଲ୍ଲୀ: ମୋଦିଙ୍କ ତୃତୀୟ ଇନିଂସରେ ମନ୍ତ୍ରୀମାନେ ଶପଥ ନେବା ପରେ ଆଜି ସେମାନଙ୍କ ବିଭାଗ ବଣ୍ଟନ କରାଯାଇଛି । ଆସନ୍ତୁ ନଜର ପକାଇବା କିଏ କେଉଁ ଦାୟିତ୍ୱରେ ରହିଲେ ।
ଅମିତ ଶାହ-ଗୃହ ମନ୍ତ୍ରୀ
ରାଜନାଥ ସିଂହ-ପ୍ରତିରକ୍ଷା ମନ୍ତ୍ରୀ
ଶିବରାଜ ସିଂହ ଚୌହାନ- କୃଷି ଓ ଗ୍ରାମୀଣ ବିକାଶ
ଏସ୍‌. ଜୟଶଙ୍କର-ବୈଦେଶିକ ବ୍ୟାପାର
ନିର୍ମଳା ସୀତାରମଣ-ଅର୍ଥ ବିଭାଗ
ନୀତିନ ଗଡ଼କରି-ସଡ଼କ ପରିବହନ
ଧର୍ମେନ୍ଦ୍ର ପ୍ରଧାନ-ଶିକ୍ଷା ମନ୍ତ୍ରୀ
ଅଶ୍ୱିନୀ ବୈଷ୍ଣବ-ରେଳବାଇ ଏବଂ ସୂଚନା ଓ ପ୍ରସାରଣ
ଜେ.ପି ନଡ୍ଡା-ସ୍ୱାସ୍ଥ୍ୟ ବିଭାଗ
ଚିରାଗ ପାଶ୍ୱାନ-କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ
ମନସୁଖ ମାଣ୍ଡଭିୟ-ଶ୍ରମ ମନ୍ତ୍ରାଳୟ
ପୀୟୁଷ ଗୋୟଲ-ବାଣିଜ୍ୟ ମନ୍ତ୍ରୀ
ଜି. କ୍ରିଷ୍ଣା ରେଡ୍ଡୀ- କୋଇଲା ଓ ଖଣି
ଭୂପେନ୍ଦ୍ର ଯାଦବ-ପରିବେଶ
ସିଆର ପାଟିଲ-ଜଳ ସମ୍ବଳ ବିଭାଗ ମନ୍ତ୍ରୀ
ଅନ୍ନପୂର୍ଣ୍ଣା ଦେବୀ-ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ
କୁମାରସ୍ୱାମୀ-ଇସ୍ପାତ ମନ୍ତ୍ରୀ
ଜିତନ ରାମ ମାଁଝି-ଏମଏସଏମଇ
ରାମମୋହନ ନାଇଡୁ-ବେସାମରିକ ବିମାନ ଚଳାଚଳ
ରମେଶ ସିଂହ ବିଟ୍ଟୁ-ସଂଖ୍ୟାଲଘୁ ବ୍ୟାପାର ବିଭାଗ
ଅଶ୍ୱିନୀ ବୈଷ୍ଣବ-ସୂଚନା ଓ ପ୍ରସାରଣ
ଗଜେନ୍ଦ୍ର ସିଂହ ଶେଖାଓ୍ଵତ-ପର୍ଯ୍ୟଟନ ଓ ସଂସ୍କୃତି
କିରଣ ରିଜିଜୁ-ସଂସଦୀୟ ବ୍ୟାପାର
ଜ୍ୟୋତିରାଦିତ୍ୟ ସିନ୍ଧିଆ-ଟେଲିକମ ବିଭାଗ

୫ ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ)

୧- ରାଓ ଇନ୍ଦରଜିତ
୨-ଜିତେନ୍ଦ୍ର ସିଂହ
୩- ଅର୍ଜୁନ ରାମ ମେଘୱାଲ
୪- ପ୍ରତାପ ରାଓ ଗଣପତି ରାଓ ଯାଦବ
୫- ଜୟନ୍ତ ଚୌଧୁରୀ

ରାଷ୍ଟ୍ରମନ୍ତ୍ରୀଙ୍କ ତାଲିକା

୧- ଜିତିନ ପ୍ରସାଦ
୨- ଶ୍ରୀପଦ ନାଏକ – ଶକ୍ତି ଓ ସହରାଞ୍ଚଳ ବିକାଶ
୩- ପଙ୍କଜ ଚୌଧୁରୀ
୪- କ୍ରିଷ୍ଣ ପଲ ଗୁରଜାର
୫- ରାମଦାସ ଅଠାୱାଲେ
୬- ନିତ୍ୟାନନ୍ଦ ରାଏ
୭- ଅନୁପ୍ରିୟା ପଟେଲ
୮- ଭି ସୋମନ୍ନା
୯- ଚନ୍ଦ୍ର ଶେଖର ପେମ୍ମାସାନି
୧୦- ଏସ୍‌ପି ସିଂହ ବଘେଲ
୧୧- ଶୋଭା କରନ୍ଦାଲାଜେ- ଏମଏସଏମଇ
୧୨- ବିଏଲ ବର୍ମା
୧୩- ଶାନ୍ତନୁ ଠାକୁର
୧୪-ସୁରେଶ ଗୋପି – ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ
୧୫- ଏଲ ମୁରଗାନ
୧୬- ଅଜୟ ଟାମଟା- ସଡ଼କ ଓ ପରିବହନ ମନ୍ତ୍ରଣାଳାୟ
୧୭- ବନ୍ଦି ସଞ୍ଜୟ କୁମାର
୧୮-କମଲେଶ ପାଶ୍ୱାନ
୧୯- ଭାଗୀରଥ ଚୌଧୁରୀ
୨୦- ସତୀଶ ଦୁବେ
୨୧- ସଞ୍ଜୟ ସେଠ
୨୨-ରବନୀତ ସିଂହ ବିଟ୍ଟୁ
୨୩- ଦୁର୍ଗାଦାସ ଉଇକି
୨୪- ରକ୍ଷା ଖଡସେ
୨୫- ଶୁକାନ୍ତ ମଜମୁଦର
୨୬- ସାବିତ୍ରୀ ଠାକୁର
୨୭- ତୋଖନ ସାହୁ
୨୮- ରାଜଭୂଷଣ ଚୌଧୁରୀ
୨୯- ଭୂପତି ରାଜୁ ଶ୍ରୀନିବାସ ବର୍ମା
୩୦- ହର୍ଷ ମାଲହୋତ୍ରା – ସଡ଼କ ଓ ପରିବହନ ମନ୍ତ୍ରଣାଳାୟ
୩୧- ନିମୁବେନ ବାମଭାଣିୟା
୩୨- ମରୁଲୀଧର ମୋହର
୩୩- ଜର୍ଜ କୁରିୟନ
୩୪- ପବିତ୍ର ମାର୍ଗେରିଟା
୩୫- ରାମନାଥ ଠାକୁର
୩୬- କୀର୍ତ୍ତି ବର୍ଦ୍ଧନ ସିଂହ

 

 

 

 

Leave A Reply

Your email address will not be published.