ମୋଦିଙ୍କ ୩-୦ କ୍ୟାବିନେଟରେ କାହାକୁ ମିଳିଲା କେଉଁ ବିଭାଗ
ନୂଆଦିଲ୍ଲୀ: ମୋଦିଙ୍କ ତୃତୀୟ ଇନିଂସରେ ମନ୍ତ୍ରୀମାନେ ଶପଥ ନେବା ପରେ ଆଜି ସେମାନଙ୍କ ବିଭାଗ ବଣ୍ଟନ କରାଯାଇଛି । ଆସନ୍ତୁ ନଜର ପକାଇବା କିଏ କେଉଁ ଦାୟିତ୍ୱରେ ରହିଲେ ।
ଅମିତ ଶାହ-ଗୃହ ମନ୍ତ୍ରୀ
ରାଜନାଥ ସିଂହ-ପ୍ରତିରକ୍ଷା ମନ୍ତ୍ରୀ
ଶିବରାଜ ସିଂହ ଚୌହାନ- କୃଷି ଓ ଗ୍ରାମୀଣ ବିକାଶ
ଏସ୍.…