Browsing Tag

modi

ଆଜି ଓଡ଼ିଶା ସହ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

କେନ୍ଯୁଜ୍: ଆଜି ଓଡ଼ିଶା ସହ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ କେରଳ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ । କରୋନା ମୁକାବିଲା ଏବଂ ଟିକାକରଣ ନେଇ ମୋଦି ଆଲୋଚନା…

ମୋଦିଙ୍କ ବଡ ଘୋଷଣା, ଘରର ମୁଖିଆ କରୋନାରେ ଆଖି ବୁଜିଲେ ମିଳିବ ଫ୍ଯାମିଲ ପେନସନ

ବିଜେପି ସରକାରର ୭ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅନେକ ବଡ଼ ଘୋଷଣା କରିଛନ୍ତି। କୋଭିଡ-୧୯ ଦ୍ୱିତୀୟ ଲହର ଏବେ ସାରା ଦେଶକୁ ଅସ୍ତବ୍ୟସ୍ତ କରି ରଖିଛି। ଯଦି କରୋନାରେ କୌଣସି ପରିବାରର ରୋଜଗାର କରୁଥିବା ମୁଖ୍ଯ ଲୋକଙ୍କ ପରଲୋକ ହୁଏ ତେବେ ସେହି ପରିବାରକୁ…

ଦିଲ୍ଲୀ ଏମ୍‌ସରେ ଆଜି କରୋନା ଟିକାର ୨ୟ ଡୋଜ୍‌ ନେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ଟିକାର ୨ୟ ଡୋଜ୍‌ ନେଲେ ପ୍ରଧାନମନ୍ତ୍ରୀ। ଦିଲ୍ଲୀ ଏମ୍‌ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା ନେଇଛନ୍ତି । ଦ୍ୱୀତିୟ ପର୍ଯ୍ୟାୟର ଦ୍ୱିତୀୟ ଡୋଜ୍‌ ନେଇଛନ୍ତି ପ୍ରଧାନମନ୍ତ୍ରୀ । ମୋଦି ଆଜି ଭାରତ ବାୟୋଟେକ୍‌ର ଟିକା କୋଭାକିସ୍‌ନର ଦ୍ୱିତୀୟ ଡୋଜ୍‌ ନେଇଛନ୍ତି ।…

ଘମାଘୋଟ ହେଉଛି ପଶ୍ଚିମବଙ୍ଗ ରାଜନୀତି,ଆଜି କୋଲକାତାରେ ମୋଦିଙ୍କ ମେଗା ରାଲି

କେନ୍ୟୁଜ୍(ବ୍ୟୁରୋ):  ଘମାଘୋଟ ହେଉଛି ପଶ୍ଚିମବଙ୍ଗ ରାଜନୀତି । ଆଜି କୋଲକାତାରେ ମୋଦିଙ୍କ ମେଗା ରାଲି । ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଟିଏମ୍‌ସିକୁ ଟାର୍ଗେଟ୍ କରିବେ ପ୍ରଧାନମନ୍ତ୍ରୀ । ପରେଡ୍ ଗ୍ରାଉଣ୍ଡକୁ ୭ ଲକ୍ଷ ଲୋକଙ୍କୁ ଟାଣିବାକୁ ଯୋଜନା କରିଛି ବିଜେପି । ସେପଟେ ମୋଦିଙ୍କ…

ବିଜୁ ପଟ୍ଟନାୟକଙ୍କ ଜନ୍ମ ବାର୍ଷିକୀରେ ଟ୍ବିଟ୍ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିଜୁ ପଟ୍ଟନାୟକଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ପାଇଁ ତାଙ୍କର ଭବିଷ୍ୟତ ଦୃଷ୍ଟିକୋଣ, ମାନବ ସଶକ୍ତି ତଥା ସାମାଜିକ ନ୍ୟାୟ ଉପରେ ଗୁରୁତ୍ୱ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇଥାଲ ବୋଲି କହିଛନ୍ତି ମୋଦି । ଓଡ଼ିଶାର…

ମୋଦିଙ୍କ ମୁହଁରେ ଓଡିଆ ଝିଅ ଭାଗ୍ୟଶ୍ରୀଙ୍କୁ ପ୍ରଶଂସା, ଉଜ୍ୱଳ ଭବିଷ୍ୟତ କାମନା କରି କହିଲେ ଏମିତି

ରାଉରକେଲା(କେନ୍ୟୁଜ୍):  ଦୃଢ ଇଚ୍ଛା ଶକ୍ତି  ଥିଲେ ସବୁ ସମ୍ଭବ। ସଫଳତା ପାଇବା ପାଇଁ ଯେଉଁ  ପରିଶ୍ରମ ଓ ଏକାଗ୍ରତା ଦରକାର ତାହା ଠିକ୍ ଭାବେ ବିନିଯୋଗ କଲେ  ଯେ କେହିବି ସଫଳତାର ଶିଖରେ  ପହଞ୍ଚି ପାରିବ । କେବଳ ସେତିକି ନୁହେଁ ପ୍ରଶଂସାର ପାତ୍ର ମଧ୍ୟ ହୋଇପାରିବ । ଏଭଳି ସଫଳତାର ପ୍ରଶଂସାର…

ଲୋକାର୍ପିତ ହେଲା କୋଚି-ମାଙ୍ଗାଲୁର ପ୍ରାକୃତିକ ଗ୍ୟାସ୍ ପାଇପଲାଇନ ଯୋଜନା

କେନ୍ଯଜ୍:କୋଚି- ମାଙ୍ଗାଲୁର ୪୫୦କିମି ଲମ୍ବ ପ୍ରାକୃତିକ ଗ୍ୟାସ ପାଇପଲାଇନର ହୋଇଛି ଶୁଭାରମ୍ଭ। ଭିଡିଓ କନଫରେନ୍‌ସିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରି ଦେଶରେ ଗ୍ୟାସ ଆଧାରିତ ଅର୍ଥନୀତିର ଦ୍ରୁତ ସଂପ୍ରସାରଣ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ କରିବ ବୋଲି କହିଛନ୍ତି।…

ଓଡିଆ ଯୁବକଙ୍କ ଗଛ ନ କାଟିବାକୁ ଅନନ୍ଯ ଅନୁରୋଧ, ଗଛରେ ଆଙ୍କିଲେ ମୋଦିଙ୍କ ଚିତ୍ର

ଗଛ ଆମ ପାଇଁ କେତେ ଜରୁରୀ ତାହା ଆମେ ସମସ୍ତେ ଜାଣିଛେ। ଗଛ ବଞ୍ଚାଇବା ପାଇଁ ଆମେ ଅନେକ ଚେଷ୍ଟା କରୁଛେ ସତ କିନ୍ତୁ କାଠ ତସ୍କରୀ କରୁଥିବା ଲୋକ କାଠ ଚୋରାଚାଲାଣ କରିବା ପାଇଁ ଗଛ କାଟି ଦେଉଛନ୍ତି। ଏପରି ତସ୍କରୀକୁ ରୋକିବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ଆପଣାଉଛନ୍ତି, କିନ୍ତୁ ତା’…

ବଢ଼ିପାରେ ଲକଡାଉନ ଅବଧି, ମାତ୍ର ବାଦ୍ ପଡ଼ିବେ ଏସବୁ ଅଞ୍ଚଳ; ବିଚାର କରୁଛନ୍ତି ମୋଦି ସରକାର

ସମ୍ପୂର୍ଣ୍ଣ ଦେଶକୁ ଲକଡାଉନ କରାଯାଇଥିଲେ ମଧ୍ୟ ତବଲିଗି ଜମାତ ସହ ଜଡ଼ିତ ଲୋକମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ଆଶଙ୍କା କ୍ରମଶଃ ବଢ଼ିବାରେ ଲାଗିଛି। ଦେଶରେ ଦିନକୁ ଦିନ ବଢ଼ୁଥିବା କରୋନା ଭାଇରସର ମାମଲାକୁ ଦେଖି ସରକାର ୨୧ ଦିନର ଲକଡାଉନ ଅବଧିକୁ ବଢ଼ାଇ ପାରନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ…

ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଜନଔଷଧୀ ପରିଯୋଜନାର ହିତାଧିକାରୀଙ୍କ ସହ ମୋଦିଙ୍କ ଆଲୋଚନା ବେଳେ ଭାବପ୍ରବଣ ହୋଇଗଲେ…

କେନ୍ୟୁଜ୍(ବ୍ୟୁରୋ): ଭାବପ୍ରବଣ ହୋଇ ପଡ଼ିଲେ ମୋଦି। ଛଳଛଳ ହୋଇଗଲା ଆଖି। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଜନଔଷଧୀ ପରିଯୋଜନାର ହିତାଧିକାରୀଙ୍କ ସହ ମୋଦିଙ୍କ ଆଲୋଚନା ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ହିତାଧିକାରୀଙ୍କ କଥା ଶୁଣିବା ବେଳେ ମୋଦି ଭାବପ୍ରବଣ ହୋଇ ଉଠିଥିଲେ। ପକ୍ଷାଘାତ…

ମୁଁ ମୋଦିଙ୍କୁ ପସନ୍ଦ କରେ କିନ୍ତୁ ଭାରତ ସହିତ ଏବେ କୌଣସି ବ୍ୟବସାୟିକ ବୁଝାମଣା ହେବ ନାହିଁ : ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତ ପୂର୍ବରୁ ବଡ଼ ବୟାନ ଦେଇଛନ୍ତି। ଯାହାକୁ ନେଇ ଭାରତୀୟଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କିମାରିଛି। ଟ୍ରମ୍ପ କହିଛନ୍ତି, ମୁଁ ମୋଦିଙ୍କୁ ପସନ୍ଦ କରେ, କିନ୍ତୁ ଭାରତ ସହିତ ଏବେ ବ୍ୟବସାୟିକ ବୁଝାମଣା କରିବା ପାଇଁ ପ୍ରସ୍ତୁତ ନୁହେଁ। ଟ୍ରମ୍ପଙ୍କ…

CAA ନିଆଁ ସାମାନ୍ୟ ଥଣ୍ଡ ପଡିବା ପରେ ବିରୋଧୀଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ କଲେ ମୋଦି, କହିଲେ କଂଗ୍ରେସ ଭିଆଉଛି ହିଂସା

କେନ୍ୟୁଜ୍(ବ୍ୟୁରୋ): ଦିଲ୍ଲୀ ରାମଲୀଳା ମୈଦାନରୁ ବିରୋଧୀଙ୍କୁ ଟାର୍ଗେଟ୍‌। ନାଗରିକତା ଆଇନ୍‌କୁ ନେଇ ବିରୋଧୀଙ୍କ ଏଜେଣ୍ଡାର ପୋଲ୍‌ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଛନ୍ତି, ଲୋକଙ୍କୁ ଭ୍ରମିତ କରି ଦେଶରେ ନିଆଁ ଲଗାଇବାକୁ ଉସକାଇଛନ୍ତି ବିରୋଧୀ। ନିଜର ସ୍ୱାର୍ଥ ପାଇଁ…