Below header
Browsing Tag

modi

ମହାବଳୀଙ୍କ ଭେଟ, ମୋଦି-ଜିନପିଙ୍ଗ ଦ୍ୱିପାକ୍ଷିକ, ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗରେ ଆଲୋଚନା

କେନ୍ୟଜ୍ (ବ୍ୟୁରୋ): ବର୍ତ୍ତମାନ ସାରା ଦେଶର ନଜର ରହିଛି ତାମିଲନାଡୁର ମହାବଳୀପୁରମ୍‌ ଉପରେ। ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ। ଚେନ୍ନାଇ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିମାନବନ୍ଦରରୁ ଜିନପିଙ୍ଗ…

ଦିଲ୍ଲୀର ଦ୍ଵାରକାରେ ରାବଣର ପୁତ୍ତଳିକା ଦହନ କରିବେ ପ୍ରଧାନମନ୍ତ୍ରୀ ମୋଦି

ଆସନ୍ତା ୮ ତାରିଖ ବିଜୟା ଦଶମୀ ତିଥିରେ ପଶ୍ଚିମ ଦିଲ୍ଲୀର ଦ୍ଵାରକାର ସେକ୍ଟର-୧୦ର ଡ଼ିଡ଼ିଏ ଗ୍ରାଉଣ୍ଡରେ ଶ୍ରୀରାମଲୀଳା ସୋସାଇଟି ତରଫରୁ ରାବଣର ପୁତ୍ତଳିକା ଦହନର ବ୍ୟବସ୍ଥା କରାଯାଇଛି । ଏହାକୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦହନ କରିବାର ଯୋଜନା ରହିଛି ।ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା…

ପ୍ରିୟ ବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି: ଅରୁଣ ଜେଟ୍‌ଲୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ(କେନ୍ୟୁଜ୍): ଅରୁଣ ଜେଟ୍‌ଲୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ରାତିରେ ପ୍ରଧାନମନ୍ତ୍ରୀ ବିଦେଶରୁ ଫେରିବା ପରେ ଆଜି ଜେଟଲୀଙ୍କ ବାସଭବନକୁ ଯାଇ ତାଙ୍କ ପ୍ରିୟ ବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଶ୍ରଦ୍ଧାଞ୍ଜଳି ଦେବା ବେଳେ ଭାବବିହ୍ଵଳ…

ଚିଦାମ୍ବରମଙ୍କୁ ଗିରଫ କରିବାକୁ ପ୍ରଥମରୁ ହିଁ ମୋଦି ଦେଇଥିଲେ ସଙ୍କେତ, ସୋସିଆଇ ମିଡିଆରେ ଭାଇରାଲ ହେଉଛି ଭିଡିଓ

ଆଇଏନଏକ୍ସ ମିଡିଆ ମାମଲାରେ ଦିନସାରା ଚାଲିଥିବା ହାଇଭୋଲଟେଜ୍‌ ଡ୍ରାମା ପରେ ଶେଷରେ ସିବିଆଇ ହାତରେ ଧରାପଡ଼ିଛନ୍ତି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌। କଂଗ୍ରେସର ଏହି ବରିଷ୍ଠ ନେତାଙ୍କୁ ସିବିଆଇ ଗିରଫ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ପୁରୁଣା ଭିଡିଓ ଏବେ…

ଭାରତ-ପାକିସ୍ତାନ ସହ ଆମେରିକା ରାଷ୍ଟ୍ରପତିଙ୍କ ଆଲୋଚନା, ଜାଣନ୍ତୁ ୩୦ ମିନିଟ୍‌ ଧରି ଟେଲିଫୋନ୍‌ରେ ମୋଦିଙ୍କ ସହ…

ଧାରା ୩୭୦ ଉଛେଦ ପରେ ପ୍ରଥମ ଥର ପାଇଁ ମୋଦି-ଇମ୍ରାନଙ୍କ ସହ ଟ୍ରମ୍ପଙ୍କ ଆଲୋଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକ ପିଏମ ଇମ୍ରାନ ଖାନ୍‌ଙ୍କ ସହ ଫୋନରେ କଥା ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ । କାଶ୍ମୀର ସମେତ ଅନେକ ଦ୍ୱିପାକ୍ଷିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ…

କିଛି ଦିନ ଭିତରେ ପ୍ରଧାନମନ୍ତ୍ରୀଙ୍କୁ ଦୁଇ ଥର ଭେଟିଲେଣି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି

କେନ୍ଦ୍ରାପଡା(କେନ୍ୟୁଜ୍): କିଛି ଦିନ ମଧ୍ୟରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୁଇ ଦୁଇ ଥର ସାକ୍ଷାତ କରି ସାରିଲେଣି । ପ୍ରସଙ୍ଗ କିଛି ବି ହେଉ ପ୍ରଧାନମନ୍ତ୍ରୀଙ୍କ ସହ ଅନୁଭବଙ୍କ ସାକ୍ଷାତକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ୍ଟ ଆରମ୍ଭ ହୋଇଛି ।…

ବିଜେପିକୁ ସଂଗଠିତ ଓ ସୁଦୃଢ଼ କରିବା ପାଇଁ ମୋଦିଙ୍କ ସଦସ୍ୟତା ଅଭିଯାନ, କର୍ମକର୍ତ୍ତାଙ୍କୁ ଦେଲେ ଗୁରୁମନ୍ତ୍ର

ବାରଣାସୀରୁ ବିଜେପିର ସଦସ୍ୟତା ଅଭିଯାନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦଳକୁ କିଭଳି ସଂଗଠିତ ଓ ସୁଦୃଢ଼ କରାଯିବ ସେନେଇ ବିଜେପି କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ବିଜେପି କ୍ୟାଡରମାନଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି, ବିଜେପିର ସବୁ କର୍ମକର୍ତ୍ତା…

ମୋଦି ସରକାରଙ୍କ ଖାସ୍ ଯୋଜନା, ଏହି ସବୁ ଚାଷୀଙ୍କୁ ମିଳିବ ୨୪ ଲକ୍ଷ ଟଙ୍କାର ସାହାଯ୍ୟ

କଣ ଆପଣ ଜଣେ ଚାଷୀ ? ତେବେ ମୋଦି ସରକାରଙ୍କ ଗୋଟିଏ ସ୍କିମ୍ ଆପଣଙ୍କୁ କରିଦେବ ମାଲାମାଲ୍ । ଆପଣ କୃଷି ମେସିନାରୀ ବ୍ୟାଙ୍କ୍ କରି ଚାଷୀମାନଙ୍କୁ ଭଡାରେ ମେସିନ୍ ଦେଇ ଭଲ ଆୟ କରିପାରିବେ । ଆପଣ ମେସିନାରୀ ବ୍ୟାଙ୍କ୍ ପାଇଁ ଯେଉଁ ମେସିନ୍ କିଣିବେ ତା ଉପରେ ୨୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୋଟା…

ଏହି ସବୁ ଗରୁତ୍ୱପୂର୍ଣ୍ଣ ବିଭାଗ ନିଜ ପାଇଁ ରଖିଲେ ମୋଦି

ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ନରେନ୍ଦ୍ର ମୋଦି ଆଜି ତାଙ୍କ ଟିମରେ କାହାକୁ କେଉଁ ବିଭାଗ ମିଳିଛି, ସେକଥା ଘୋଷଣା କରିଛନ୍ତି। ତେବେ ମୋଦି ନିଜ ପାଖରେ ଏକାଧିକ ଗରୁତ୍ୱପୂର୍ଣ୍ଣ ବିଭାଗ ରଖିଛନ୍ତି। ସେଗୁଡ଼ିକ ହେଲା- ପର୍ସୋନେଲ ବିଭାଗ, ସାଧାରଣ ଅଭିଯୋଗ, ପେନସନ, ଆଟମିକ…

ପିଏମଙ୍କ ଜବରଦସ୍ତ ଫ୍ୟାନ, ବିଜୟ ଖୁସିରେ ଛାତିରେ ଛୁରୀରେ ଲେଖିଲେ ମୋଦି

ଦିନକୁ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାର ଏକ ଜ୍ବଳନ୍ତ ଉଦାହରଣ ନିକଟରେ ଦେଖିବାକୁ ମିଳିଛି । ବିହାରର ଜଣେ ଯୁବକ ଛୁରୀରେ ନିଜ ଛାତିରେ ମୋଦିଙ୍କ ନାମ ଲେଖିଛନ୍ତି । ଗତ ୨୩ ତାରିଖରେ ମୋଦି ବହୁମତରେ ବିଜୟ ଲାଭ କରିବା ପରେ ସେ ଏପରି…

ସବ୍‌କା ସାଥ+ ସବ୍‌କା ବିକାଶ + ସବ୍‌କା ବିଶ୍ୱାସ = ବିଜୟୀ ଭାରତ : ଆଜି ମୋଦିଙ୍କ ପ୍ରଥମ ଟୁଇଟ୍

ଜାରି ରହିଛି ମତଗଣନା । ସାମ୍ନାକୁ ଆସିଛି ଜନତାଙ୍କ ନିଷ୍ପତ୍ତି । ଦେଶରେ ପୁଣି ଥରେ ଦେଖିବାକୁ ମିଳିଛି ମୋଦି ଲହର୍ । ପୁଣି ଥରେ ମନ ଜିଣିଛନ୍ତି ମୋଦି । ଆଉ ପୁଣିଥରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବାଛିଛନ୍ତି ଦେଶବାସୀ । ଚାଲିଥିବା ଟ୍ରେଣ୍ଡ୍ ଅନୁସାରେ ବିଜେପି ୩୪୬,…

ଫନି ପ୍ରଭାବିତଙ୍କ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍ : ଫନି ପ୍ରଭାବିତଙ୍କ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଳୟଙ୍କରୀ ବାତ୍ୟାରେ ପ୍ରାଥମିକ ଆକଳନ ଅନୁସାରେ ୫ଲକ୍ଷରୁ ଅଧିକ ଘର ସଂପୂର୍ଣ୍ଣ କିମ୍ବା ଆଶିଂକ କ୍ଷତିଗ୍ରସ୍ତ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ…