ଏହି ସବୁ ଗରୁତ୍ୱପୂର୍ଣ୍ଣ ବିଭାଗ ନିଜ ପାଇଁ ରଖିଲେ ମୋଦି

ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ନରେନ୍ଦ୍ର ମୋଦି ଆଜି ତାଙ୍କ ଟିମରେ କାହାକୁ କେଉଁ ବିଭାଗ ମିଳିଛି, ସେକଥା ଘୋଷଣା କରିଛନ୍ତି। ତେବେ ମୋଦି ନିଜ ପାଖରେ ଏକାଧିକ ଗରୁତ୍ୱପୂର୍ଣ୍ଣ ବିଭାଗ ରଖିଛନ୍ତି। ସେଗୁଡ଼ିକ ହେଲା- ପର୍ସୋନେଲ ବିଭାଗ, ସାଧାରଣ ଅଭିଯୋଗ, ପେନସନ, ଆଟମିକ ଏନର୍ଜି, ମହାକାଶ ବିଭାଗ, ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୀତି ନିଷ୍ପତ୍ତି ନେଉଥିବା ବିଭାଗ ଓ ବଣ୍ଟା ଯାଇ ନଥିବା ସମସ୍ତ ବିଭାଗର ଦାୟିତ୍ୱ ସେ ନିଜେ ଦେଖାଶୁଣା କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.