ସ୍ବତନ୍ତ୍ର ସାକ୍ଷାତକାରରେ ଦେଶ ପାଇଁ ବଡ଼ ପ୍ଲାନ୍ ସମ୍ପର୍କରେ କହିଲେ ପ୍ରଧାନମନ୍ତ୍ରୀ

ଏକକ ନିର୍ବାଚନ ବିଜେପିର ପ୍ରତିବଦ୍ଧତା । ୨୦୪୭ରେ ବିକଶିତ ଭାରତ ପାଇଁ କାମ କରୁଛି । ନ୍ୟୁଜ ଏଜେନ୍ସୀ ANIକୁ ସାକ୍ଷାତକାର ଦେଇ ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକଙ୍କୁ ଭୟ କରିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ।

ଏକକ ନିର୍ବାଚନ ବିଜେପିର ପ୍ରତିବଦ୍ଧତା । ୨୦୪୭ରେ ବିକଶିତ ଭାରତ ପାଇଁ କାମ କରୁଛି । ନ୍ୟୁଜ ଏଜେନ୍ସୀ ANIକୁ ସାକ୍ଷାତକାର ଦେଇ ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକଙ୍କୁ ଭୟ କରିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି । ଦେଶ ପାଇଁ ବଡ଼ ଯୋଜନା ଓ ବିକଶିତ ରାଷ୍ଟ୍ର ପାଇଁ ନିଜ ଯୋଜନା ସମ୍ପର୍କରେ କହିଛନ୍ତି ପ୍ରଧାନମନ୍ତ୍ରୀ । ୨୦୪୭ରେ ବିକଶିତ ଭାରତ ପାଇଁ ଗତ ଦୁଇ ବର୍ଷ ହେବ କାମ କରୁଛି ।

ୱାନ ନେସନ ୱାନ ଇଲେକ୍ସନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୋଦି । ଏହା ତାଙ୍କର ପ୍ରତିବଦ୍ଧତା ବୋଲି କହିଛନ୍ତି । କେନ୍ଦ୍ରୀୟ ଏଜେନ୍ସୀ ଗୁଡ଼ିକୁ ସରକାର ନିୟନ୍ତ୍ରଣର ରଖିଥିବା ନେଇ ବିରୋଧୀଙ୍କ ଅଭିକଯୋଗ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ । ଇଡି ଭଲ କାମ କରୁଛି । ନିର୍ବାଚନରେ ଅଂଶଗ୍ରହଣ କରି ନଥିବା ଲୋକଙ୍କ ବିରୋଧରେ ୯୭ ପ୍ରତିଶତ ମାମଲା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.