Below header

ବରଗଡ଼ ଜେଲ୍‌ରୁ ଛୁ ମାରିଲା ବିଚାରାଧୀନ କଏଦୀ

ବରଗଡ଼(କେନ୍ୟୁଜ୍): ଛୁ ମାରିଲା ବିଚାରାଧୀନ କଏଦୀ । ଫେରାର କଏଦୀ ଜଣକ ନକୁଳ ମାଝି। ନକୁଳ ଏକ ହତ୍ୟା ମାମଲାରେ ଏକ ବର୍ଷ ହେଲା ବରଗଡ଼ ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ସଜା କାଟୁଥିଲେ। ଗତକାଲି ରାତିରେ ନକୁଳ ଏକ ବ୍ଲେଡ୍‌ ସାହାଯ୍ୟରେ ନିଜ ହତକୁ କାଟି ଦେଇଥିଲେ। ଫଳରେ ତାଙ୍କୁ ଚିକିତ୍ସା ପାଇଁ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ନକୁଳ ଚମ୍ପଟ ମାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.