Below header

ଆଜିଠୁ ରାତି ୮ଟା ପରେ ଭକ୍ତଙ୍କୁ ପୁରୀ ଶ୍ରୀମନ୍ଦିର ମନା

ପୁରୀ : ଆଜିଠୁ ରାତି ୮ଟା ପରେ ଭକ୍ତଙ୍କୁ ପୁରୀ ଶ୍ରୀମନ୍ଦିର ମନା । ନାଇଟ୍‌ କର୍ଫ୍ୟୁ ଆରମ୍ଭ ହେଉଥିବାରୁ ୮ଟା ପରେ ଶ୍ରୀମନ୍ଦିରକୁ ଯିବାକୁ ବାରଣ କରାଯାଇଛି।

ନାଇଟ୍‌ କର୍ଫ୍ୟୁ ପାଇଁ ରାତି ୮ଟାରୁ ସ୍ୱତନ୍ତ୍ର ବ୍ୟାରିକେଡ୍‌ କରାଯିବ। ତେଣୁ ଶ୍ରୀମନ୍ଦିରରୁ ଭକ୍ତଙ୍କୁ ଖାଲି କରାଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.