Below header

ଓଡ଼ିଶାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି , ବରଗଡ଼ରେ ସଂକଳ୍ପ ସମାବେଶରେ ଦେଲେ ଯୋଗ

ବରଗଡ଼(କେନ୍ୟୁଜ୍) : ଓଡ଼ିଶାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ବରଗଡ଼ରେ ପହଞ୍ଚିବା ପରେ ନୂଆ ସରସରା ଠାରେ ଆୟୋଜିତ ସଂକଳ୍ପ ସମାବେଶରେ ଯୋଗଦେଇଛନ୍ତି ରାହୁଲ । ସମାବେଶରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଓଡ଼ିଶା ପ୍ରଭାରୀ ଟିଏସ ସିଂହଦେଓ ପ୍ରମୁଖ ଯୋଗଦେଇଛନ୍ତି । ରାହୁଲ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ ପ୍ରଥମ ଥର ପାଇଁ ବରଗଡ଼ ଜିଲ୍ଲା ଗସ୍ତରେ ଆସିଛନ୍ତି। ଏଥର ବି ଚାଷ ଓ ଚାଷୀ ସହ ରୋଜଗାର ପ୍ରସଙ୍ଗ ଉଠାଇ ପାରନ୍ତି ରାହୁଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.