Below header

କେନ୍ଦୁଝରରେ ପୁଣି ଲଜ୍ଜା, ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

କେନ୍ଦୁଝର(କେନ୍ୟୁଜ): କେନ୍ଦୁଝର ବମେଵାରୀ ଥାନା ଅନ୍ତର୍ଗତ ଜମିର୍ଟ ନିକଟରେ ଜଣେ ନାବାଳିକାକୁ ଦୁଇ ଜଣ ନାବାଳକ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି l ନାବାଳିକା ର ପରିବାର ପକ୍ଷରୁ ଅଭିଯୋଗ ପରେ୨ ନାବାଳକଙ୍କୁ ବମେଵାରୀ ଥାନାରେ ଅଟକ ରଖି ପଚରା ଉଚର କରାଯାଉଥିବା ବେଳେ ମୃତ ନାବାଳିକାର ଶବ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଛି l ନିଜେ ବଡ଼ବିଲ ଏସ ଡି ପି ଓ ବ୍ୟବଚ୍ଛେଦ ସମୟରେ ଉପସ୍ଥିତ ରହି ଘଟଣାକୁ ଅନୁଧ୍ୟାନ କରିଛନ୍ତି l କିପରି ହତ୍ୟା କରାଗଲା ତାକୁ ନେଇ ମଧ୍ୟ ତଦନ୍ତ ଚାଲିଛି l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.