Below header

ଉଦଯାପିତ ହେଲା ରିଜିଓନାଲ୍ ପଲିଫେଷ୍ଟ ୨୦୨୪

ଉଦଯାପିତ ହେଲା ରିଜିଓନାଲ୍ ପଲିଫେଷ୍ଟ ୨୦୨୪। ୩ ଦିନ ଧରି ଭୁବନେଶ୍ବର ଜୋନକୁ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଥଲା।

ଉଦଯାପିତ ହେଲା ରିଜିଓନାଲ୍ ପଲିଫେଷ୍ଟ ୨୦୨୪। ୩ ଦିନ ଧରି ଭୁବନେଶ୍ବର ଜୋନକୁ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଥଲା। ଏଥିରେ ୧୨ଟି ପଲିଟେକନିକ୍ କଲେଜରୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ୨୦୦ରୁ ଅଧିକ ପ୍ରତିଯୋଗୀଙ୍କୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ମେଡାଲ ଦିଆଯାଇଛି । ଏଥିରେ ଭଲ ପଦର୍ଶନ କରିଥିବା ପିଲା ଆଗକୁ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।

ଉଦଯାପନୀ ଦିବସରେ ସମ୍ମାନିତ ଅତିଥି ଭାବେ ଏମିନେଟ ସିଙ୍ଗର ନିମକାନ୍ତ ରାଉତରାୟ, ଆଲିମ୍ପିଆନ ଅନୁରାଧା ବିଶ୍ବାଳ, ମୁଖ୍ୟ ଅତିଥି ଭାବେ କିଟ୍ ଓ କିସ୍ ସେକ୍ରେଟେରୀ ଆର.ଏନ ଦାସ ଓ କିଟ୍ ପଲିଟେକନିକର ପ୍ରିନ୍ସପାଲ ଟି ମହାନ୍ତି ଯୋଗ ଦେଇ କୃତ୍ତି ଛାତ୍ର ଛାତ୍ରୀ ଙ୍କୁ ଟ୍ରଫି ପ୍ରଦାନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.