ରାୟଗଡ଼ା : ଟ୍ରାକ୍ଟର ବାଇକ୍‌ ମୁହାଁମୁହିଁ, ଘଟଣାସ୍ଥଳରେ ୨ ମୃତ

ରାୟଗଡ଼ା (କେନ୍ୟୁଜ୍) : ଟ୍ରାକ୍ଟର ବାଇକ୍‌ ଧକ୍କାରେ ୨ ମୃତ। ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅଙ୍ଗୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଯୁବକ ଦୁଇ ଜଣ ବାଇକରେ କୁର୍ତ୍ତେଲକୁ ଫେରୁଥିବାବେଳେ ଏକ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.