Below header

ମୋ ଫିଲ୍ମକୁ କାହିଁକି ମିଳିଲାନି ପୁରସ୍କାର ? ‘ଛବିରାଣୀ’ ନିର୍ଦ୍ଦେଶକ ବବି ଇସଲାମଙ୍କ ଅଭିଯୋଗ, ଚୟନରେ ହୋଇଛି ପାତର ଅନ୍ତର

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟ ଚଳଚ୍ଚିତ୍ର ସମ୍ମାନରେ ପାତର ଅନ୍ତର ଅଭିଯୋଗ ଆଣିଛନ୍ତି ନିର୍ଦ୍ଦେଶକ ବବି ଇସଲାମ । ନିକଟରେ ଘୋଷଣା ହୋଇଥିବା ରାଜ୍ୟ ଚଳଚ୍ଚିତ୍ର ସମ୍ମାନର ବିଭିନ୍ନ ବିଭାଗର ଚୟନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଛବିରାଣୀର ନିର୍ଦ୍ଦେଶକର ବବି ଇସଲାମ । ନବୀନ ନିବାସ ଆସି ଦାବିପତ୍ର ଦେବା ସମୟରେ ସୁରକ୍ଷା କର୍ମୀ ତାଙ୍କୁ ଉଠାଇ ନେଇଥିଲେ ।

ବିଦେଶୀ ଓ ରାଜ୍ୟ ବାହାରର ସିନେମାକୁ ପୁରସ୍କାର ଦିଆଯାଇଥିଲେ ସୁଦ୍ଧା ୮୦ ଦଶକର ଚର୍ଚ୍ଚିତ ଘଟଣା ଉପରେ ତିଆରି ଓଡ଼ିଆ ଫିଲ୍ମ ଛବିରାଣୀକୁ ୨୭ଟି ସମ୍ମାନରୁ ଗୋଟିଏରେ ବଛା ଯାଇନାହିଁ । ତୁରନ୍ତ ବିଚାରକ ମଣ୍ଡଳୀ ଏହାର ପୁନଃ ବିଚାର କରିବାକୁ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.