Below header

ବାଙ୍କୀ : ମହିଳାଙ୍କ ସ୍କୁଟି ଭିତରୁ ସାପ ଉଦ୍ଧାର, ବର୍ଷା ଦିନ ଥିବାରୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଲେ ସ୍ନେକ ହେଲପ୍‌ ଲାଇନ ସଦସ୍ୟ

ବାଙ୍କୀ : ମହିଳାଙ୍କ ସ୍କୁଟିରୁ ବାହାରିଲା ସାପ । କଟକ ଜିଲ୍ଲା ବାଙ୍କୀ ଚର୍ଚ୍ଚିକା ସାହିର ଜଣେ ମହିଳାଙ୍କ ସ୍କୁଟିରୁ ସାପ ଉଦ୍ଧାର କରାଯାଇଛି। ମହିଳା ଜଣକ ସ୍କୁଟି ଷ୍ଟାଟ୍‌ କରୁଥିବା ସମୟରେ ସାପକୁ ଦେଖିବାକୁ ପାଇଥିଲେ । ପରେ ସ୍ନେକ ହେଲପ୍‌ ଲାଇନ ସଦସ୍ୟ ଗାଁରେ ପହଂଚି ସାପକୁ ଉଦ୍ଧାର କରିଥିଲେ । ସାପଟିକୁ ଉଦ୍ଧାର ପରେ ମହାନଦୀ କୂଳରେ ଛାଡି ଦିଆଯାଇଛି । ବର୍ଷା ଦିନ ଥିବାରୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.