Below header

ଅଯୋଧ୍ୟା ଗଲା ମା ତାରାତାରିଣୀଙ୍କ ପୀଠର ମୃତ୍ତିକା ଓ ପବିତ୍ର ଋଷିକୂଲ୍ୟା ନଦୀର ଜଳ

ଘଟଗାଁ: ଅଯୋଧ୍ୟା ଗଲା ମା ତାରାତାରିଣୀ ପୀଠର ମୃତ୍ତିକା ଓ ପବିତ୍ର ଋଷିକୂଲ୍ୟା ନଦୀର ଜଳ। ତାରାତାରିଣୀ ପୀଠର ମନ୍ଦିର ସେବାୟମାନେ ଏହାକୁ ଡାକ ଯୋଗେ ଅଯୋଧ୍ୟା ପଠାଇନଛନ୍ତି। ଆସନ୍ତା ୫ତାରିଖରେ ଅଯୋଧ୍ୟାରେ ଭବ୍ୟ ରାମମନ୍ଦିରର ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଥିବା ବେଳେ ସମସ୍ତ ସ୍ଥାନର ପବିତ୍ର ମାଟି ଓ ଜଳ ସଂଗ୍ରହ କରାଯାଇ ମନ୍ଦିର ନିର୍ମାଣସ୍ଥଳକୁ ପଠାଯାଉଛି। ମୃତ୍ତିକା ଓ ଜଳ ପଠାଇବା କାର୍ଯ୍ୟକ୍ରମରେ ମନ୍ଦିର ନିିର୍ବାହୀ ଅଧିକାରୀଙ୍କ ସମେତ ବହୁ ସେବାୟତ ଯୋଗ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.