Below header

ଘୁଞ୍ଚିଲା ବାଚସ୍ପତି ନିର୍ବାଚନ, ୨୧ ପରିବର୍ତ୍ତେ ୨୨ ତାରିଖରେ ହେବ ନିର୍ବାଚନ

ଘୁଞ୍ଚିଲା ବାଚସ୍ପତି ନିର୍ବାଚନ । ୨୧ ତାରିଖ ବଦଳରେ ୨୨ ତାରିଖରେ ହେବ ବାଚସ୍ପତି ନିର୍ବାଚନ । ସକାଳ ୯ଟା ୩୦ରେ ନିର୍ବାଚନ ହେବ । ନୂଆଖାଇ ପାଇଁ ବାଚସ୍ପତି ନିର୍ବାଚନ ଘୁଞ୍ଚାଯାଇଥିବା ସୂଚନା ମିଳିଛି । ୨୧ ତାରିଖରେ ହେବ ନାମାଙ୍କନ ଦାଖଲ ।

ଭୁବନେଶ୍ୱର (କେନ୍ୟୁଜ): ଘୁଞ୍ଚିଲା ବାଚସ୍ପତି ନିର୍ବାଚନ । ୨୧ ତାରିଖ ବଦଳରେ ୨୨ ତାରିଖରେ ହେବ ବାଚସ୍ପତି ନିର୍ବାଚନ । ସକାଳ ୯ଟା ୩୦ରେ ନିର୍ବାଚନ ହେବ । ନୂଆଖାଇ ପାଇଁ ବାଚସ୍ପତି ନିର୍ବାଚନ ଘୁଞ୍ଚାଯାଇଥିବା ସୂଚନା ମିଳିଛି । ୨୧ ତାରିଖରେ ହେବ ନାମାଙ୍କନ ଦାଖଲ ।

ସୂଚନା ଯୋଗ୍ୟ ବିକ୍ରମ ଆରୁଖଙ୍କ ଇସ୍ତଫା ପରେ ଖାଲି ରହିଛି ବାଚସ୍ପତି ପଦ। ତେବେ ଏହି ଦୌଡ଼ରେ ଅନେକ ନାମ ସାମିଲ ଥିବାବେଳେ ୨୨ ତାରିଖର ନିର୍ବାଚନକୁ ସମସ୍ତଙ୍କର ଅପେକ୍ଷା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.