Below header

ଫିଲ୍ମ ଓ ସିରିଏଲ ସୁଟିଂ ଉପରେ ଲାଗିଲା କଟକଣା, ଇନଡୋର ଓ ଆଉଟଡୋରରେ ଫିଲ୍ମ ସୁଟିଂ ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ SRC

କେନ୍ୟୁଜ୍(ବ୍ୟୁରୋ):ହୋଇପାରିବନି ଫିଲ୍ମ ସୁଟିଂ । ଇନଡୋର ଓ ଆଉଟଡୋରରେ ଫିଲ୍ମ ସୁଟିଂ ବନ୍ଦ । ଫିଲ୍ମ ଓ ସିରିଏଲ ସୁଟିଂ ବନ୍ଦ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ । ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ସୁଟିଂ ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ SRC । ଗତବର୍ଷ ମଧ୍ୟ କଳାକାରଙ୍କ ଉପରେ କରୋନା ମାଡ ଦେଖିବାକୁ ମିଳିଥିଲା । ଫିଲ୍ମ ଓ ସିରିଏଲ ସୁଟିଂ ବନ୍ଦ ହୋଇଥିଲା ।

ଏବେ ଦ୍ୱିତୀୟ ଲହର ଯୋଗୁଁ ପୁଣି କଟକଣା ଜାରି କରାଯାଇଛି । ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ବୃଦ୍ଧି ପାଇବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.