Below header

ପୁରୀ ନରେନ୍ଦ୍ର କୋଣରେ ଛୁରାମାଡ, ପୋଲିସର ଛାନଭିନ ଆରମ୍ଭ

ପୁରୀ ନରେନ୍ଦ୍ର କୋଣରେ ଛୁରା ମାଡ। ଛୁରା ମାଡରେ ସୀତାକାନ୍ତ ମହାପାତ୍ର ଗୁରୁତର। ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ସୀତାକାନ୍ତଙ୍କ ଛାତିକୁ ଦୁର୍ବୁତ୍ତମାନେ କରିଛନ୍ତି ଛୁରାମାଡ।

ପୁରୀ : ପୁରୀ ନରେନ୍ଦ୍ର କୋଣରେ ଛୁରା ମାଡ। ଛୁରା ମାଡରେ ସୀତାକାନ୍ତ ମହାପାତ୍ର ଗୁରୁତର। ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ସୀତାକାନ୍ତଙ୍କ ଛାତିକୁ ଦୁର୍ବୁତ୍ତମାନେ କରିଛନ୍ତି ଛୁରାମାଡ। କୁମ୍ଭାରପଡ଼ା ଥାନା ପୋଲିସର ଛାନଭିନ ଆରମ୍ଭ।

ସୂଚନା ମୁତାବକ ସଂସ୍କୃତ ଶ୍ଳୋକ ନେଇ ଏକ ଦୁର୍ବୃତ୍ତ ନୟାଗଡ଼ର ସୀତାକାନ୍ତକୁ ଚୁରାମାଡ଼ କରିଛନ୍ତି l ଉକ୍ତ ଦୁର୍ବୃତ୍ତଙ୍କ ସହ ସୀତାକାନ୍ତ କୌଣସି ଶତ୍ରୁତା ନାହିଁ l ସୀତାକାନ୍ତ କଣ ପାଇଁ ଶ୍ଳୋକ କହିଲ କହି ଚୁରା ମାଡ଼ କରିଛନ୍ତି l ଛୁରାମାଡ଼ରେ ସୀତାକାନ୍ତ ଗୁରୁତର ହୋଇଥିଲେ l ପେଟରେ ଗଭୀର ଆଘାତ ଲାଗିବାରୁ ସୀତାକାନ୍ତ ସଦରମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି l

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.