Below header

ଦିଲ୍ଲୀରେ ଏକାଠି ହେଲେ ରାଜ୍ୟ ବିଜେପି ନେତା, ପୌର ଓ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତିକୁ ନେଇ ଚାଲିଛି ରଣନୀତି

ନୂଆଦିଲ୍ଲୀ(କେନ୍ଯୁଜ୍): ଦିଲ୍ଲୀରେ ରାଜ୍ୟ ବିଜେପି ନେତା । ଦିଲ୍ଲୀରେ ଏକାଠି ହେଲେ ରାଜ୍ୟ ବିଜେପି ନେତା । ଦିଲ୍ଲୀରେ ଚାଲିଛି ବିଜେପିର ଓଡ଼ିଶା ରଣନୀତି । ପୌର ଓ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଉପରେ ଆଲୋଚନା ହେଉଥିବା ସୂଚନା ମିଳିଛି । ଓଡ଼ିଶାର ତୁଙ୍ଗ ବିଜେପି ନେତା ଦିଲ୍ଲୀରେ ଏକାଠି ହୋଇଥିବା ଜଣାପଡିଛି ।

ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ମଧ୍ୟ ଯୋଗ ଦେଇଥିଲେ । ସାଂସଦ ବସନ୍ତ ପଣ୍ଡା, କେ ଭି ସିଂଦେଓ, ସଙ୍ଗୀତା ସିଂଦେଓ ଓ ନୀତିଶ ଗଙ୍ଗଦେବ ଯୋଗ ଦେଇଥିଲେ । ସେହିଭଳି ବିଜେପି ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ଓ ରାଜ୍ୟ ସଭାପତି ସମୀର ମହାନ୍ତି ସାମିଲ ଥିଲେ । ବିଜେପିର ଅନ୍ୟ ନେତା ମଧ୍ୟ ବୈଠକରେ ସାମିଲ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.