ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନୂଆ ସ୍କିମ, ଏବେ ଘରେ ବସି ପାଇ ପାରିବେ ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସ

ଦେଶର ରାଜଧାନୀ ଦିଲ୍ଲୀରେ ଏବେ ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସ ବ୍ୟତିତ ପରିବହନ ବିଭାଗ ସହ ଜଡ଼ିତ ବିଭିନ୍ନ ସୁବିଧା ହାସଲ ପାଇଁ ଆରଟିଆଇ ଅଫିସକୁ ବାରମ୍ବାର ଯିବାକୁ ପଡିପାରେ । ଏହାକୁ ଦୃଷ୍ଟିରେ ରଖି ଦିଲ୍ଳୀ ସରକାର ନୂଆ ନିଷ୍ପତ୍ତି ଲାଗୁ କରିଛନ୍ତି । ଆଜି ଆମେ ସେହି ସମ୍ପର୍କରେ ଆପଣଙ୍କୁ କହିବୁ ।

ଦିଲ୍ଲୀ ସରକାର କେଜ୍ରିୱାଲ ଲୋକଙ୍କ ସୁବିଧା ପାଇଁ ନୂଆ ନିୟମ ବାହାର କରିଛନ୍ତି । ଏହାଦ୍ୱାରା ଦିଲ୍ଲୀ ବାସି ଘରେ ବସି ଆରଟିଆଇ୍ରୁ ନିଜର ସମସ୍ତ ତଥ୍ୟକୁ ପାଇପାରିବେ । ୧୧ ଅଗଷ୍ଟରୁ ଏହି ନିୟମ ଲାଗୁ ହେବାକୁ ଯାଉଛି । ଏହି ସ୍କିମ ଅନୁଯାୟୀ ଆବେଦକ କେବଳ ପରମାନେଣ୍ଟ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ପାଇଁ ଆରଟିଆଇ ଅଫିସ ଯିବେ । ଏହାକୁ ଆସନ୍ତା କାଲି ଲଞ୍ଚ ଅର୍ଥାତ ୧୧ ଅଗଷ୍ଟକୁ ମୁଖ୍ୟମନ୍ତ୍ରୀ ଲଞ୍ଚ କରିବେ ।

ନୂଆ ନିୟମ ଅନୁଯାୟୀ ଘରେ ବସି ମାତ୍ର ୧୦ ମିନିଟରେ ଟେଷ୍ଟ ଦେଇ ନିଜର ଲର୍ଣ୍ଣିଂ ଲାଇସେନନ୍ସ ପାଇପାରିବେ । କିନ୍ତୁ ଯେଉଁମାନେ ଅନଲାଇନରେ ଟେଷ୍ଟ ଦେବା ପାଇଁ ଅସାମର୍ଥ୍ୟ ସେମାନେ ଅଫିସ ଯିବାକୁ ବାଧ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.