Below header

ଆଜି ରାଜ୍ୟରୁ ସୁସ୍ଥ ହେଲେ ୯୩୨୯ ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବଧିକ

ଭୁବନେଶ୍ୱର(କେ ନ୍ୟୁଜ):  ଆଜି ରାଜ୍ୟରୁ ୯୩୨୯ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୧୪ ଜଣ ଥିବା ବେଳେ ଦେବଗଡରୁ ୩୩ ଜଣ ଅଛନ୍ତି । ଆଜିର ସୁସ୍ଥ ସଂଖ୍ୟାରେ ଦ୍ଵିତୀୟ ସ୍ଥାନରେ ଅଛି ସୁନ୍ଦରଗଡ଼ । ଯେବେକି ତୃତୀୟ ସ୍ଥାନରେ ଆସିଛି କଟକ ଜିଲ୍ଲା । କଟକରୁ ଆଜି ୭୮୦ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.