Below header

ଶିବରାତ୍ରି ଅବସରରେ ବାଲୁକା କଳାରେ ମହାଦେବଙ୍କ ପ୍ରତିମୂର୍ତ୍ତି

ଶିବରାତ୍ରି ଅବସରରେ ବାଲୁକା କଳାରେ ମହାଦେବଙ୍କ ପ୍ରତିମୂର୍ତ୍ତି । ପୁରୀ ବେଳାଭୂମିରେ ପ୍ରଭୁ ଶିବଙ୍କର ମୂର୍ତ୍ତି ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ପୁରୀ : ଶିବରାତ୍ରି ଅବସରରେ ବାଲୁକା କଳାରେ ମହାଦେବଙ୍କ ପ୍ରତିମୂର୍ତ୍ତି । ପୁରୀ ବେଳାଭୂମିରେ ପ୍ରଭୁ ଶିବଙ୍କର ମୂର୍ତ୍ତି ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏହି ବାଲୁକା କଳାରେ ମହାଦେବଙ୍କ ସହ ୫୦୦ଟି ଷ୍ଟୋନରେ ନିର୍ମିତ ହୋଇଥିବା ଶିବଲିଙ୍ଗ ମଧ୍ୟ ନିର୍ମାଣ କରିଛନ୍ତି । ଓମ୍ ନମଃ ଶିବାୟ ସହ Praying For Peace ବାର୍ତ୍ତା ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.