Below header

କେନ୍ଦୁଝର ଧୋବାପିଟଣା ଜଙ୍ଗଲରେ ବନ ବିଭାଗ ପକ୍ଷରୁ ଚଢାଉ, ଚୋରା କାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍ ଜବତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଧୋବାପିଟଣା ଜଙ୍ଗଲରେ ବନ ବିଭାଗର ଚଢାଉ । ଏକ ଚୋରା କାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ ଜବତ । ଗାଡିରେ ବଡ଼ ଶାଳ ଗଛ ଲୋଡ ହୋଇଥିବା ବେଳେ ବନ ବିଭାଗକୁ ଦେଖି ଅନ୍ଧାର ସୁଯୋଗରେ କାଠ ମାଫିଆ ଖସି ପଳାଇ ଯାଇଥିଲେ ।

ଘଟଣା ସ୍ଥଳରେ ଅନ୍ୟ କାଠ ଗୁଡ଼ିକ ପଡି ରହିଥିବା ବେଳେ ବନ ବିଭାଗ ଜବତ ପିକ୍‌ଅପକୁ ପାଟଣା ରେଞ୍ଜ କାର୍ଯ୍ୟାଳୟକୁ ଆଣିଛି । ଜବତ କାଠର ଆନୁମାନିକ ମୂଲ୍ୟ ୬୦ ହଜାର ଟଙ୍କାରୁ ଅଧିକ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.