Browsing Tag

wood seized

ନୟାଗଡ ଦଶପଲ୍ଲାରେ ସମାଜସେବୀଙ୍କ ଘରୁ ଓ ର୍ଫାମ ହାଉସରୁ ଲକ୍ଷାଧିକ ଟଙ୍କାର କାଠ ଜବତ

ନୟାଗଡ(କେନ୍ୟୁଜ୍): ସମାଜସେବୀଙ୍କ ଘରୁ ଓ ର୍ଫାମ ହାଉସରୁ କାଠ ଜବତ । ଜଣେ ଗିରଫ । ନୟାଗଡ ଦଶପଲ୍ଲା ଅଞ୍ଚଳର ସମାଜସେବୀ ଶ୍ରୀହରି ନାୟକଙ୍କ ବାଡି ଓ ଫାର୍ମ ହାଉସରୁ ଲକ୍ଷାଧିକ ଟଙ୍କାର ଶାଳପଟା ଓ କାଠ ଗଣ୍ଡି ଜବତ କରିଛି ବନ ବିଭାଗ । ସ୍ଥାନୀୟ ଅଞ୍ଚଳରେ ଦୀର୍ଘଦିନ ଧରି ଚୋରା କାଠ ବ୍ୟବସାୟ…

ବୌଦ୍ଧ ତଳଗାଁ ଠାରୁ ଚାଲାଣ ହେଉଥିବା ଶାଗୁଆନ ପଟା ବୋଝେଇ ଅଟୋ ଜବତ, ଡ୍ରାଇଭର ଫେରାର

ବୌଦ୍ଧ(କେନ୍ଯୁଜ୍): ବୌଦ୍ଧ ଜିଲ୍ଲା ହରଭଂଗାବ୍ଲକ ମାଧପୁର ରେଞ୍ଜ ତଳଗାଁ ଠାରୁ ଚାଲାଣ ହେଉଥିବା ଶାଗୁଆନ ପଟା ବୋଝେଇ ଅଟୋକୁ ବାଣିଗୋଛା ଠାରେ ଜବତ କଲା ବାଣିଗୋଛା ବନ୍ୟପ୍ରାଣୀ ବିଭାଗ । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି। ମାଧପୁର ରେଞ୍ଜ ତଳଗାଁ ଅଞ୍ଚଳରୁ ନୟାଗଡ…

୨ଟି ବେଆଇନ୍ ଗୋଦାମ ଉପରେ ଚଢ଼ାଉ, ୩୫ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର କାଠ ଜବତ

ସମ୍ବଲପୁର(କେନ୍ଯୁଜ୍): ୨ଟି ବେଆଇନ କାଠ ଗୋଦାମ ଉପରେ ଚଢ଼ାଉ । ସମ୍ବଲପୁର ଜିଲ୍ଲା ଲରପଙ୍କ ସ୍ଥିତ ପଙ୍କଜ ମୁଦ୍ରା ଓ ସୁମନ ଟ୍ରେଡର୍ସ ଉପରେ ଚଢଉ କରିଛି ବନବିଭାଗ । ରେଢାଖୋଲ ସଂରକ୍ଷିତ ଜଙ୍ଗଲରେ ଚାଲିଥିଲା ବେଧଡକ ଗଛ କଟା । ଗତକାଲି ଠାରୁ ସମ୍ବଲପୁର ବନବିଭାଗ ଓ ଭିଜିଲାନ୍ସ ଦଳ ମିଳିତ ଚଢଉ…

ଏସ୍କର୍ଟ ବାଇକ୍ ସହ ମିନିଟ୍ରକରୁ ବିପୁଳ ପରିମାଣର ଶାଗୁଆନ ଗଣ୍ଡି ଜବତ, ୨ ଗିରଫ

ମୋହନା(କେନ୍ଯୁଜ୍): ଗଜପତି ଜିଲ୍ଲା ବନ ବିଭାଗ ମୋବାଇଲ ସ୍କ୍ୱାର୍ଡ ଏବଂ ମୋହନା ବନ ବିଭାଗର ମିଳିତ ପେଟ୍ରୋଲିଂ ବେଳେ ଅଡବା ଥାନା ଡମ୍ବଗୁଡା ଗ୍ରାମ ବିଶ୍ରାମାଗାର ନିକଟରୁ ଏକ ୪୦୭ ମିନି ଟ୍ରକ ସହ ବିପୁଳ ପରିମାଣର ଶାଗୁଆନ କାଠ ଗଣ୍ଡି ଜବତ କରିଛି ।  ଏହା ସହ ଏକ ଏସ୍କର୍ଟ ବାଇକ ମଧ୍ୟ ଜବତ…

ଘଟଗାଁ ପେଣ୍ଠଡ଼ିହି ଗ୍ରାମରେ ବେଆଇନ ଫର୍ନିଚର ୟୁନିଟ ଉପରେ ବନବିଭାଗର ଚଢାଉ, ଦେଢ଼ ଲକ୍ଷ ଟଙ୍କାର କାଠ ଜବତ

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳ ଅଧିନ ପେଣ୍ଠଡ଼ିହି ଗ୍ରାମରେ ଚାଲିଥିବା ଏକ ବେଆଇନ ଫର୍ନିଚର ୟୁନିଟ ଉପରେ ବନବିଭାଗ ପକ୍ଷରୁ ଚଢ଼ାଉ । ବ୍ୟାପକ କାଠ ସହ ୪ଟି ଅଧାଗଢା ଖଟ ଜବତ କରାଯାଇଛି। ଜବତ କାଠର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା…

ଖୋର୍ଦ୍ଧା: ଟାଙ୍ଗୀ ଅଞ୍ଚଳରୁ ବିପୁଳ ପରିମାଣର ଚୋରା ମୂଲ୍ୟବାନ କାଠ ସହ ବେଆଇନ କରତ କଳ ଜବତ

ଟାଙ୍ଗୀ(କେନ୍ୟୁଜ୍):  ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ସ୍ଥାନରେ  ଚଢ଼ାଉ । ଲକ୍ଷାଧିକ ଟଙ୍କାର କାଠ ଜବତ। ଖୋରଧା ଜିଲ୍ଲାର ଟାଙ୍ଗୀ ଥାନା ଭଜାଗଡ ଗ୍ରାମ ଜଙ୍ଗଲ ନିକଟରେ ଥିବା ଚୋରା କାଠ ଡିପୋ ଉପରେ ଟାଙ୍ଗୀ ବନାଞ୍ଚଳ ଅଧିକାରୀ ଓ ଭୂଷଣ୍ଡପୁର…

କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ରରୁଆ ବ୍ଳକର ଝୁମୁକାପାଳ ଗାଁରେ ବନବିଭାଗର ଚଢ଼ାଉ, ବ୍ଯାପକ ପରିମାଣର କାଠ ଜବତ

କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ରରୁଆ ବ୍ଳକର ଝୁମୁକାପାଳ ଗାଁରେ ବନବିଭାଗର ଚଢ଼ାଉ । ଚଢ଼ାଉ ସମୟ ରେ କିଛି ସମୟ ପାଇଁ ଚାପା ଉତେଜନା ପରିସ୍ଥିତି ସୃଷ୍ଟି ହେଇଥିଲା । ଗାଁ ଲୋକମାନଙ୍କ ଅଭିଯୋଗ ଥିଲା ଯେ ଆମ ପାଞ୍ଚ ଜଣକ ପାଖରୁ କାଠ ନେଉଛନ୍ତି କିନ୍ତୁ ଗାଁ ରେ ଅନେକ ସ୍ଥାନରେ ଏହି ଭଳି…

ମୋହନା: ପିକଅପ ଭ୍ୟାନ୍ ସହ ୧୪୮ ଖଣ୍ଡ ଶାଳ କାଠ ଜବତ, ୨ଗିରଫ

ମୋହନା (କେନ୍ୟୁଜ): ଗଜପତି ଜ଼ିଲ୍ଲା ଅଡବା ପୋଲିସ ପେଟ୍ରୋଲିଙ୍ଗ କଲାବେଳେ ଅଡବା ଛକ ନିକଟରୁ ଏକ ପିକଅପ ଭ୍ୟାନ ସହ ୧୪୮ ଖଣ୍ଡ ଶାଳକାଠ ଜବତ କରିଛି। ଏହାସହ କାଠ ବୋଝଇ ଗାଡିକୁ ଏସ-କର୍ଟ କରି ନେଉଥୁବା ଏକ ମୋଟର ସାଇକେଲ ମଧ୍ୟ ଜବତ ହୋଇଛି। କାଠ ଚୋରାଚାଲାଣ ଅଭିଯୋଗରେ ବଲାଙ୍ଗୀର ଜ଼ିଲ୍ଲା…

କେନ୍ଦୁଝର ଖଡିକାପଦା ଗୋହିରା ସାହିରୁ ଲକ୍ଷାଧିକ ଟଙ୍କାର କାଠ ଜବତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ବନ ରେଞ୍ଜ ଅନ୍ତର୍ଗତ ଖଡିକାପଦା ଗୋହିରା ସାହିର ଧନେଶ୍ୱର ମହାନ୍ତଙ୍କ ଘରୁ ଲକ୍ଷାଧିକ ଟଙ୍କାର କାଠ ଜବତ କରାଯାଇଛି। ତାଙ୍କ ଘରେ ବେଆଇନ ଚଉକାଠ ଥିବା ଡିଏଫଓ କୌଣସି ସୂତ୍ରରୁ ଖବର ପାଇଥିଲେ। ଡିଏଫଙ୍କ ନିର୍ଦେଶ ମତେ ତୁରନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ…

ବୌଦ୍ଧ ପୁରୁଣା କଟକ ରେଞ୍ଜରୁ ୨ଟି ମିନିଟ୍ରକ୍‌ ସହ ବିପୁଳ ପରିମାଣର କାଠ ଜବତ, ୬ ଗିରଫ

ବୌଦ୍ଧ : ବୌଦ୍ଧ ପୁରୁଣା କଟକ ରେଞ୍ଜରୁ ୨ଟି ମିନିଟ୍ରକ୍‌ ସହ ବିପୁଳ ପରିମାଣର କାଠ ଜବତ । ନୟାଗଡକୁ ଚୋରା ଚାଲାଣ ହେଉଥିବା ବେଳେ ଖବର ପାଇ ବନ ବିଭାଗ ପୁରୁଣାକଟକ ବଜାରରେ ଗାଡି ୨ଟିକୁ ଜବତ କରିଥିଲା । ଏହି ଘଟଣାରେ ୬ଜଣଙ୍କୁ ଗିରଫ କରିଛି ବନ ୨ବିଭାଗ । ମିଳିଥିବା ଖବର ମୁତାବକ, ଗାଡିରୁ…

କେନ୍ଦୁଝର ଧୋବାପିଟଣା ଜଙ୍ଗଲରେ ବନ ବିଭାଗ ପକ୍ଷରୁ ଚଢାଉ, ଚୋରା କାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍ ଜବତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଧୋବାପିଟଣା ଜଙ୍ଗଲରେ ବନ ବିଭାଗର ଚଢାଉ । ଏକ ଚୋରା କାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ ଜବତ । ଗାଡିରେ ବଡ଼ ଶାଳ ଗଛ ଲୋଡ ହୋଇଥିବା ବେଳେ ବନ ବିଭାଗକୁ ଦେଖି ଅନ୍ଧାର ସୁଯୋଗରେ କାଠ ମାଫିଆ ଖସି ପଳାଇ ଯାଇଥିଲେ । ଘଟଣା ସ୍ଥଳରେ ଅନ୍ୟ କାଠ ଗୁଡ଼ିକ…

ମୋହନା ବନ ବିଭାଗ ପକ୍ଷରୁ ମିନି ଟ୍ରକ୍ ସହ ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଶାଳକାଠ ଗଣ୍ଡି ଜବତ

ମୋହନା: ଗଜପତି ଜିଲ୍ଲା ମୋହନା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଏକ ମିନି ଟ୍ରକ ସହ ଶାଳକାଠ ଗଣ୍ଡି ଜବତ କରାଯାଇଛି । ଜବତ କାଠ ଗଣ୍ଡି ର ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ବନ ବିଭାଗ ସୂଚନା ଦେଇଛି । ବୁଧୁବାର ବିଳମ୍ବିତ ରାତିରେ ଚଢ଼ିଆପଦା ଅଞ୍ଚଳରେ ମୋହନା ବନ ବିଭାଗ ପକ୍ଷରୁ…