Below header
Browsing Tag

wood seized

କରଞ୍ଜିଆ: ପିଆଶାଳ କାଠ ବୋଝେଇ ଟ୍ରାକ୍ଟର ଜବତ, ଡ୍ରାଇଭର ସହ ବେପାରୀ ଫେରାର

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରୁ ଗତକାଲି ରାତିରେ ଚୋରାରେ ପିଆଶାଳ କାଠ ଗଣ୍ଡି ଚାଲାଣ ହେଉଥିବା ଏକ ଟ୍ରାକ୍ଟରକୁ ଜବତ କରିଛି ବନବିଭାଗ। ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ କେନ୍ଦୁମୁଣ୍ଡି ବିଟ ଅଞ୍ଚଳର ଅଠର ଦେଉଳ ସୁନାପୋଷି ଗାଁ ପାଖରୁ ଏକ…

ଜଙ୍ଗଲରୁ କାଠ ନେବାବେଳେ ବନବିଭାଗ ଓ ଗ୍ରାମବାସୀ ମୁହାଁମୁହିଁ, ଆସନ୍ତା ରବିବାର DFO ଆସିବା ପରେ ହେବ ଆଲୋଚନା

କାମାକ୍ଷାନଗର: ଜଙ୍ଗଲରୁ କାଠ ନେବାବେଳେ ବନବିଭାଗ ଓ ଗ୍ରାମବାସୀ ମୁହାଁମୁହିଁ । ଢେଙ୍କାନାଳ ମଠକରଗୋଳା ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଜଙ୍ଗଲରେ କେହି ଦୁର୍ବୃତ୍ତ କିଛି ଗଛ କାଟି ଦେଇଥିଲେ । ତେବେ ସେହି ଗଛ ଗୁଡ଼ିକ ଗ୍ରାମ୍ୟ କମିଟିର ସଦସ୍ୟଙ୍କ ଦ୍ୱାରା…

ଆଳୁ ଖୋଳୁଖୋଳୁ ମହାଦେବ : ଚୋରା କାଠ ବେପାର ଚାଲିଥିବା ବେଳେ ପୋଲିସ ଓ ଅବକାରୀ ବିଭାଗର ଚଢାଉ, ଠାବ ହେଲା ନକଲି ମଦ…

କୋରାପୁଟ: ଫରେଷ୍ଟ ବିଭାଗ ହାତରୁ ଚମ୍ପଟ ମାରିଲା ଚୋରା କାଠ ବେପାରୀ । କୋରାପୁଟ ଜିଲ୍ଲା ଜୟପୁରର ଚିଲିଗୁଡ଼ା ଠାରେ ଏକ ଘରେ କାଠ ବେପାର ଚାଲିଥିବା ନେଇ ପୋଲିସ ଓ ଅବକାରୀ ବିଭାଗ ଚଢାଉ କରିଥିଲେ। ସେଠାରୁ ବିପୁଳ ପରିମାଣର ଚୋରା କାଠ ଜବତ ହେବା ସହ ଏକ ନକଲି ମଦ ତିଆରି କାରଖାନା ଚାଲିଥିବା ଠାବ…

ଲକଡାଉନ ବେଳେ ମୂଲ୍ୟବାନ କାଠ ଚୋରାଚାଲାଣ, ୭୦ହଜାର ଟଙ୍କାର ଶାଳଗଣ୍ଡି ଜବତ

ମୋହନା(କେନ୍ୟୁଜ): ଗଜପତି ଜ଼ିଲ୍ଲା ମୋହନା ବନବିଭାଗ ପକ୍ଷରୁ ପେଟ୍ରୋଲିଙ୍ଗ ବେଳେ ବୁଲଡ଼ାପଙ୍କା ରାସ୍ତା କଡ଼ରୁ ମୂଲ୍ୟବାନ ଶାଳଗଣ୍ଡି ଜବତ କରାଯାଇଛି l ମୋହନା ବନାଞ୍ଚଳ ଅଧିକାରୀ କଳ୍ପନା ନାୟକଙ୍କ ନିର୍ଦ୍ଦେଶରେ ବନବିଭାଗ ର କର୍ମଚାରୀ ମାନେ କେଶରା ଅଞ୍ଚଳରେ ପେଟ୍ରୋଲିଙ୍ଗ କଲାବେଳେ…

ଦାରିଙ୍ଗବାଡି ଜଙ୍ଗଲରେ ମାତିଛନ୍ତି କାଠ ମାଫିଆ, ଶାଳକାଠ ଗଣ୍ଡି ସହ ମିନି ଟ୍ରକ୍‌ ଜବତ, ୪ ଗିରଫ

ଦାରିଙ୍ଗବାଡ଼ି(କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳରେ ୧୫ ଖଣ୍ଡ ଶାଳକାଠ ଗଣ୍ଡିସହ ଏକ ମିନିଟ୍ରକକୁ ଜବତ କରିଛି ବନ ବିଭାଗ ।  ଅନ୍ୟ ଜିଲ୍ଲାର କାଠ ମାଫିଆ ସୋମବାର ଦିନ ଚୋରାଚାଲାଣ କରୁଥିବା ବେଳେ ଚଢାଉ କରିଥିଲା ବନ ବିଭାଗ।  ଏଥିରେ ସମ୍ପୃକ୍ତ ଥିବା…

ମୋହନା ବନବିଭାଗ ପକ୍ଷରୁ ପେଟ୍ରୋଲିଂ ବେଳେ ୧୪ଖଣ୍ଡ ଶାଳଗଣ୍ଡି ଜବତ, ମାଫିଆ ଫେରାର 

ମୋହନା: ଗଜପତି ଜ଼ିଲ୍ଲା ମୋହନା ବନବିଭାଗ ପକ୍ଷରୁ ପେଟ୍ରୋଲିଂ ବେଳେ ଗଞ୍ଜାମ-ଗଜପତି ସୀମାନ୍ତ ଅଡବା ଥାନା ଅନ୍ତର୍ଗତ ଖାରିଚୁଆ-ବାଲିନାଳ ଜଙ୍ଗଲରୁ ୧୪ଖଣ୍ଡ ଶାଳ କାଠ ଗଣ୍ଡି ଜବତ ହୋଇଛି l ଏନେଇ ମୋହନା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ତେବେ ଚଢ଼ାଉ ବେଳେ କାଠମାଫିଆ ମାନେ ଫେରାର…

ଚୋରାକାଠ ମିଲ୍‌ରେ ଚଢଉ, ୪୦ସିଫ୍ଟ ଚୋରାକାଠ ଓ କାଠକଟା ଯନ୍ତ୍ର ଜବତ

ବାଲେଶ୍ୱର (କେନ୍ୟୁଜ୍) : ସୋର ତରା ଗାଁରେ ଚୋରାରେ ଚାଲିଥିବା କାଠମିଲରେ ଚଢଉ । ବନ ବିଭାଗ ଚଢଉ କରି ୪୦ସିଫ୍ଟ ଚୋରା କାଠ ଓ କାଠ କଟା ମେସିନ ଜବତ କରିଛି । ଜବତ କାଠର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ବେଆଇନ ଭାବେ ଚାଲୁଥିବା କରତକଳ ଉପରେ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବା ପରେ ବନ ବିଭାଗ…

ଚୋରା କାଠ ଚାଲାଣରେ ପୁରା ପରିବାର : ପୋଲିସକୁ ଚକମା ଦେବା ପାଇଁ ହାଇ ଭୋଲଟେଜ୍ ଡ୍ରାମା

କେନ୍ଦୁଝର : ଚୋରା କାଠ ଚାଲାଣରେ ପୁରା ପରିବାର । ପୋଲିସ୍ ଆଖିରେ ଧୂଳି ଦେଇ ଗାଡି ଧରି ଫେରାର ହେବା ପାଇଁ ସମ୍ପୂର୍ଣ୍ଣ ପରିବାରର ହାଇ ଭୋଲଟେଜ୍ ଡ୍ରାମା । ଏଭଳି ନାଟକୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳରେ । ସୂଚନା ଅନୁସାରେ, ଏକ ପିକ ଅପ୍ ଭ୍ୟାନରେ ବେଆଇନ ଚୋରା…