ବୌଦ୍ଧ ପୁରୁଣା କଟକ ରେଞ୍ଜରୁ ୨ଟି ମିନିଟ୍ରକ୍‌ ସହ ବିପୁଳ ପରିମାଣର କାଠ ଜବତ, ୬ ଗିରଫ

ବୌଦ୍ଧ : ବୌଦ୍ଧ ପୁରୁଣା କଟକ ରେଞ୍ଜରୁ ୨ଟି ମିନିଟ୍ରକ୍‌ ସହ ବିପୁଳ ପରିମାଣର କାଠ ଜବତ । ନୟାଗଡକୁ ଚୋରା ଚାଲାଣ ହେଉଥିବା ବେଳେ ଖବର ପାଇ ବନ ବିଭାଗ ପୁରୁଣାକଟକ ବଜାରରେ ଗାଡି ୨ଟିକୁ ଜବତ କରିଥିଲା । ଏହି ଘଟଣାରେ ୬ଜଣଙ୍କୁ ଗିରଫ କରିଛି ବନ ୨ବିଭାଗ ।

ମିଳିଥିବା ଖବର ମୁତାବକ, ଗାଡିରୁ ପାଖାପାଖି ଅଢେଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସାମଗ୍ରୀ ଜବତ କରାଯାଇଛି । ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ବନ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.