Below header
Browsing Tag

TIMBER SEIZED

ତୁରେକେଲା ଷ୍ଟେସନ ମାଷ୍ଟରଙ୍କ ଘରେ ଚାଲିଥିଲା ବେଆଇନ୍‌ କାଠ କାମ, ବନ ବିଭାଗ ଆସି ବାନ୍ଧିଲା ସାର୍‌ଙ୍କୁ

କଂଟାବାଞ୍ଜି (କେନ୍ୟୁଜ୍‌) : ଗଛ କାଟିବା ଏବଂ ବେଆଇନ୍‌ ଭାବେ କାଠ ରଖିବା ବର୍ତ୍ତମାନ ସମୟରେ ଏକ ବଡ଼ ଅପରାଧ । ଆଉ ଅପରାଧ କରି ଏବେ ଜେଲ୍‌ ଯାଇଛନ୍ତି ଜଣେ ଷ୍ଟେସନ୍‌ ମାଷ୍ଟର । ବଲାଙ୍ଗିର ତୁରେକେଲା ରେଲବାଇ କ୍ୱାର୍ଟର୍ସର ପଛ ପଟେ ଏହି ମୂଲ୍ୟବାନ କାଠ ଜବତ ହୋଇଥିଲା । ଗତ ୧୩ ତାରିଖ…

ପାରଳାଖେମୁଣ୍ଡି MRGH ସ୍କୁଲ ରୋଡ ନିକଟରେ ପୋଲିସ୍ ଓ ବନବିଭାଗର ମିଳିତ ରେଡ୍, ଅନେକ ମୂଲ୍ୟବାନ କାଠ ଜବତ

ଗଜପତି(କେନ୍ଯୁଜ୍): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି MRGH ସ୍କୁଲ ରୋଡ ନିକଟରେ ଚଢଉ । ଗୁମ୍ପୁ ରାମା ରାଓଙ୍କ ଘରେ ପୋଲିସ ଓ ବନବିଭାଗ ମିଳିତ ଚଢଉ କରିଛି । ଚଢଉ ବେଳେ ରକ୍ତ ଚନ୍ଦନ ଓ ଚନ୍ଦନ କାଠ ସମେତ ଅନେକ ମୂଲ୍ୟବାନ କାଠ ଜବତ ହୋଇଛି। ଗୁମ୍ପୁ ରାମା ରାଓ ବେଆଇନ ଭାବେ ଏହି…

ଘଟଗାଁ ପେଣ୍ଠଡ଼ିହି ଗ୍ରାମରେ ବେଆଇନ ଫର୍ନିଚର ୟୁନିଟ ଉପରେ ବନବିଭାଗର ଚଢାଉ, ଦେଢ଼ ଲକ୍ଷ ଟଙ୍କାର କାଠ ଜବତ

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳ ଅଧିନ ପେଣ୍ଠଡ଼ିହି ଗ୍ରାମରେ ଚାଲିଥିବା ଏକ ବେଆଇନ ଫର୍ନିଚର ୟୁନିଟ ଉପରେ ବନବିଭାଗ ପକ୍ଷରୁ ଚଢ଼ାଉ । ବ୍ୟାପକ କାଠ ସହ ୪ଟି ଅଧାଗଢା ଖଟ ଜବତ କରାଯାଇଛି। ଜବତ କାଠର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା…

କେନ୍ଦୁଝର ଖଡିକାପଦା ଗୋହିରା ସାହିରୁ ଲକ୍ଷାଧିକ ଟଙ୍କାର କାଠ ଜବତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ବନ ରେଞ୍ଜ ଅନ୍ତର୍ଗତ ଖଡିକାପଦା ଗୋହିରା ସାହିର ଧନେଶ୍ୱର ମହାନ୍ତଙ୍କ ଘରୁ ଲକ୍ଷାଧିକ ଟଙ୍କାର କାଠ ଜବତ କରାଯାଇଛି। ତାଙ୍କ ଘରେ ବେଆଇନ ଚଉକାଠ ଥିବା ଡିଏଫଓ କୌଣସି ସୂତ୍ରରୁ ଖବର ପାଇଥିଲେ। ଡିଏଫଙ୍କ ନିର୍ଦେଶ ମତେ ତୁରନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ…

ବୌଦ୍ଧ ପୁରୁଣା କଟକ ରେଞ୍ଜରୁ ୨ଟି ମିନିଟ୍ରକ୍‌ ସହ ବିପୁଳ ପରିମାଣର କାଠ ଜବତ, ୬ ଗିରଫ

ବୌଦ୍ଧ : ବୌଦ୍ଧ ପୁରୁଣା କଟକ ରେଞ୍ଜରୁ ୨ଟି ମିନିଟ୍ରକ୍‌ ସହ ବିପୁଳ ପରିମାଣର କାଠ ଜବତ । ନୟାଗଡକୁ ଚୋରା ଚାଲାଣ ହେଉଥିବା ବେଳେ ଖବର ପାଇ ବନ ବିଭାଗ ପୁରୁଣାକଟକ ବଜାରରେ ଗାଡି ୨ଟିକୁ ଜବତ କରିଥିଲା । ଏହି ଘଟଣାରେ ୬ଜଣଙ୍କୁ ଗିରଫ କରିଛି ବନ ୨ବିଭାଗ । ମିଳିଥିବା ଖବର ମୁତାବକ, ଗାଡିରୁ…

ମୋହନା ବନ ବିଭାଗ ପକ୍ଷରୁ ମିନି ଟ୍ରକ୍ ସହ ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଶାଳକାଠ ଗଣ୍ଡି ଜବତ

ମୋହନା: ଗଜପତି ଜିଲ୍ଲା ମୋହନା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଏକ ମିନି ଟ୍ରକ ସହ ଶାଳକାଠ ଗଣ୍ଡି ଜବତ କରାଯାଇଛି । ଜବତ କାଠ ଗଣ୍ଡି ର ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ବନ ବିଭାଗ ସୂଚନା ଦେଇଛି । ବୁଧୁବାର ବିଳମ୍ବିତ ରାତିରେ ଚଢ଼ିଆପଦା ଅଞ୍ଚଳରେ ମୋହନା ବନ ବିଭାଗ ପକ୍ଷରୁ…

ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ, ରାଜପଥ ଉପରେ ଗାଡ଼ି ଛାଡ଼ି ପଳାଇଲେ ଚୋରା ଚାଲାଣକାରୀ

ଯାଜପୁର (କେ ନ୍ୟୁଜ୍‌): ଚଣ୍ଡୀଖୋଲ ବନବିଭାଗ ଦ୍ୱାରା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଳ କଠ ଜବତ କରାଯାଇଛି । ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ରାଜନଗରକୁ ଚାଲାଣ ହେଉଥିବା ବେଳେ ଚଣ୍ଡୀଖୋଲ-ପାରାଦୀପ ରାଜପଥର କୁନ୍ଦଳ ଛକ ନିକଟରେ ତିନିଟି କାଠ ବୋଝେଇ ଗାଡ଼ିକୁ ଅଧିକାରୀମାନେ ଧରିଥିଲେ…