ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ, ରାଜପଥ ଉପରେ ଗାଡ଼ି ଛାଡ଼ି ପଳାଇଲେ ଚୋରା ଚାଲାଣକାରୀ

ଯାଜପୁର (କେ ନ୍ୟୁଜ୍‌): ଚଣ୍ଡୀଖୋଲ ବନବିଭାଗ ଦ୍ୱାରା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଳ କଠ ଜବତ କରାଯାଇଛି । ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ରାଜନଗରକୁ ଚାଲାଣ ହେଉଥିବା ବେଳେ ଚଣ୍ଡୀଖୋଲ-ପାରାଦୀପ ରାଜପଥର କୁନ୍ଦଳ ଛକ ନିକଟରେ ତିନିଟି କାଠ ବୋଝେଇ ଗାଡ଼ିକୁ ଅଧିକାରୀମାନେ ଧରିଥିଲେ । ତେବେ ଚୋରା ଚାଲାଣକାରୀ ଏବଂ ଗାଡ଼ି ଚାଳକମାନେ ସେଠାରୁ ଚମ୍ପଟ ମାରିଥିଲେ ।

TIMBER-2

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.