Below header

ଶ୍ରୀମନ୍ଦିର ଜଗମୋହନରୁ ପଥର ଖସିବା ଘଟଣାକୁ ଗୁରୁତ୍ୱର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ, ଏଏସଆଇ ଅବହେଳା କରୁଥିବା ଅଭିଯୋଗ

ପୁରୀ(କେନ୍ୟୁଜ୍): ପୁରୀ ଶ୍ରୀମନ୍ଦିର ଜଗମୋହନରୁ ପଥର ଖସିବା ଘଟଣାକୁ ଶ୍ରୀମନ୍ଦିର ପ୍ରଶାସନ ଗୁରୁତର ସହ ନେଇଛି । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି, ପଥରଟି ଜଗମୋହନର ଦକ୍ଷିଣ ପୂର୍ବ ଦିଗରେ ଥିବା ଜେଟିପି ଚର୍ଚ୍ଚା ଘର ଉପରୁ ଖସିଛି । ଗତ ଦୀପାବଳି ଦିନ ଏହି ଘଟଣା ଘଟିଛି । ଏନେଇ ଏଏସଆଇକୁ ଅବଗତ କରାଇଛି ଶ୍ରୀମନ୍ଦିର ପ୍ରଶାସନ । ସେପଟେ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ କରିବାରେ ଏଏସଆଇ ଅବହେଳା କରୁଥିବା ଅଭିଯୋଗ ଆଣିଛନ୍ତି ସେବାୟତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.