ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣ କରୋନା ପଜିଟିଭ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ ୧୮

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୮ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୬ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।
Covid-19 Report For 28th Oct
New Positive Cases: 42
Of which 0-18 years: 6
In quarantine: 24
Local contacts: 18(Details of local contacts will be shared by concerned District)
1. Balangir: 2
2. Cuttack: 3
3. Jagatsinghpur: 3
4. Kalahandi: 1
5. Khurda: 2
6. Koraput: 1— I & PR Department, Odisha (@IPR_Odisha) October 29, 2022
7. Mayurbhanj: 1
8. Nawarangpur: 3
9. Nayagarh: 2
10. Puri: 3
11. Sambalpur: 2
12. Sonepur: 1
13. Sundargarh: 18New recoveries: 55
Cumulative tested: 33821615
Positive: 1336086
Recovered: 1326524
Active cases: 306— I & PR Department, Odisha (@IPR_Odisha) October 29, 2022
ସେହିଭଳି ବଲାଙ୍ଗୀରରେ ୨, କଟକରେ ୩, ଜଗତସିଂହପୁରରେ ୩, କଳାହାଣ୍ଡିରେ ୧, ଖୋର୍ଦ୍ଧାରେ ୨, କୋରାପୁଟରେ ୧, ମୟୂରଭଞ୍ଜରେ ୧, ନବରଙ୍ଗପୁରରେ ୩, ନୟାଗଡ଼ରେ ୨, ପୁରୀରେ ୩, ସମ୍ବଲପୁରରେ ୨, ସୋନପୁରରେ ୧, ସୁନ୍ଦରଗଡ଼ରେ ୧୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
Also Read: ରୁଷର ପରମାଣୁ ଯୁଦ୍ଧାଭ୍ୟାସ, ଯୁଦ୍ଧପୋତରୁ ଘନଘନ ବାଲିଷ୍ଟିକ୍ ଓ କ୍ରୁଜ୍ ମିସାଇଲର କରୁଛି ଉତ୍କ୍ଷେପଣ