Below header

ପୁରିଲା ରାଜ୍ୟ ସରକାର ଦେଇଥିବା ୬ ମାସର କଣ୍ଟ, ମାର୍ଚ୍ଚ ୧ରୁ ପୁଣି ଜୋରଦାର ହେବ ଟ୍ରାଫିକ ନିୟମ

ଭୁବନେଶ୍ବର (କେନ୍ୟୁଜ୍) : ପୁରିଲା ରାଜ୍ୟ ସରକାର ଦେଇଥିବା ୬ ମାସର କଣ୍ଟ। ମାର୍ଚ୍ଚ ୧ରୁ ପୁଣି ଜୋରଦାର ହେବ ଟ୍ରାଫିକ ନିୟମ। ନୂଆ ମୋଟରଯାନ ଆଇନ ଅନୁସାରେ ଜରିମାନା ଆଦାୟକୁ କଡାକଡି କରାଯିବ। ନିୟମ ଉଂଲଘନକାରୀଙ୍କୁ ଆଉ ନିସ୍ତାର ଦିଆଯିବ ନାହିଁ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ମନ୍ତ୍ରୀ କହିଛନ୍ତି ରାଜ୍ୟରେ ସଡକ ଦୁର୍ଘଟଣା ୫୦ପ୍ରତିଶତ କମାଇବାକୁ ଲକ୍ଷ୍ୟ ରଖାଯାଇଛି। ଅଧିକାଂଶ ଲୋକ କାଗଜପତ୍ର କରିସାରିଲେଣି। ପୂର୍ବ ଭଳି ଆଉ RTO ଅଫିସରେ ଭିଡ ହେଉନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.