ତିହିଡ଼ି: ବ୍ୟାଟେରୀରେ ଖେଳୁଥିବା ବେଳେ ଅଘଟଣ, ବିସ୍ଫୋରଣରେ ଚତୁର୍ଥ ଶ୍ରେଣୀ ଛାତ୍ରର ୩ଟି ଆଙ୍ଗୁଳି ନଷ୍ଟ
ତିହିଡ଼ି : ବ୍ୟାଟେରୀ ଧରି ଖେଳୁଥିବା ବେଳେ ଘଟିଲା ଅଘଟଣ । ବ୍ୟାଟେରୀ ଫାଟିବାରୁ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇଛି । ଭଦ୍ରକ ତିହିଡ଼ି ଥାନା ମହରମପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ପେନ୍ସିଲ୍ ବ୍ୟାଟେରୀ ବିସ୍ଫୋରଣରେ ଛାତ୍ରଟିର ୩ଟି ଆଙ୍ଗୁଳି ନଷ୍ଟ ହୋଇଛି ।