Below header

ବିଦ୍ୟାମନ୍ଦିରରେ ଅଘଟଣ: ବାସିଖାଦ୍ୟ ଖାଇ ୧୩ ଛାତ୍ରଛାତ୍ରୀ ଅସୁସ୍ଥ

:ବାସିଖାଦ୍ୟ ଖାଇ ୧୩ ଛାତ୍ରଛାତ୍ରୀ ଅସୁସ୍ଥ । ନାକଟିଦେଉଳର ଘରୋଇ ବିଦ୍ୟାମନ୍ଦିରରେ ଅଘଟଣ। ଗୁରୁତର ଛାତ୍ରଛାତ୍ରୀଙ୍କୁ ନାକଟିଦେଉଳ ମେଡିକାଲରେ ଭର୍ତ୍ତି କରାଯାଇଛି ।

ରେଢାଖୋଲ (କେନ୍ୟୁଜ) :ବାସିଖାଦ୍ୟ ଖାଇ ୧୩ ଛାତ୍ରଛାତ୍ରୀ ଅସୁସ୍ଥ । ନାକଟିଦେଉଳର ଘରୋଇ ବିଦ୍ୟାମନ୍ଦିରରେ ଅଘଟଣ। ଗୁରୁତର ଛାତ୍ରଛାତ୍ରୀଙ୍କୁ ନାକଟିଦେଉଳ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ହଷ୍ଟେଲରେ ରହିଯାଇଥିବା ବଳକା ଖାଦ୍ୟ ପିଲାଙ୍କୁ ଦିଆଯାଇଥିଲା । ବଳକା ଖାଦ୍ୟ ଖାଇବା ପରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ ଛାତ୍ରଛାତ୍ରୀ । ୧୩ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.