Below header

କର୍ପୋରେଟରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍କୁଲରେ ପାର୍ଟି, ଡହ ଡହ ଖରାରେ ପିଲା ପଢିଲେ ବାହାରେ

କର୍ପୋରେଟରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସରକାରୀ ସ୍କୁଲରେ ପାର୍ଟି । ମଦ ପିଇ ମାତାଲ କର୍ମୀଙ୍କ ଉନ୍ମତ୍ତ କାଣ୍ଡ । ସ୍କୁଲରେ ଭୋଜି କଲେ, ମଦ ବି ପିଇଲେ । ଯେଉଁଥି ପାଇଁ ସ୍କୁଲ ପିଲା ଖରାରେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି ।

ଭୁବନେଶ୍ବର(କେନ୍ୟୁଜ୍):ସ୍କୁଲରେ କର୍ପୋରେଟରଙ୍କ ସେଲିବ୍ରେସନ । ବାହାରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ । ଭୁବନେଶ୍ୱର ବରମୁଣ୍ଡା ପ୍ରାଥମିକ ସ୍କୁଲ ବାହରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । କର୍ପୋରେଟରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସରକାରୀ ସ୍କୁଲରେ ପାର୍ଟି । ମଦ ପିଇ ମାତାଲ କର୍ମୀଙ୍କ ଉନ୍ମତ୍ତ କାଣ୍ଡ । ସ୍କୁଲରେ ଭୋଜି କଲେ, ମଦ ବି ପିଇଲେ । ଯେଉଁଥି ପାଇଁ ସ୍କୁଲ ପିଲା ଖରାରେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ବରମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ପରିସରରେ । ଗତକାଲି ରାତିରେ ସେଲିବ୍ରେସନ୍‌ ହୋଇଥିଲା । ଅବସ୍ଥା ଏମିତି ହୋଇଛି ଯେ ଆଜି ପିଲାଏ ସ୍କୁଲ ବାହାରେ ବସି କ୍ଳାସ କରୁଛନ୍ତି । ଆପଣ ଦେଖୁଛନ୍ତି exclusive ଚିତ୍ର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.